ଶ୍ରୀମନ୍ଦିରରେ ଜଗନ୍ନାଥଙ୍କୁ ଦର୍ଶନ କଲେ ପୂର୍ବତନ ରାଜ୍ୟପାଳ ରଘୁବର ଦାସ
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କଲେ ପୂର୍ବତନ ରାଜ୍ୟପାଳ ରଘୁବର ଦାସ । ନୂଆ ରାଜ୍ୟପାଳ ଓଡ଼ିଶାର ଦାୟିତ୍ବ ନେବାକୁ ଥିବାବେଳେ ଆଜିର ଦର୍ଶନ ତାଙ୍କ ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ କାରଣ ଏହା ରାଜ୍ୟପାଳ ଭାବେ ତାଙ୍କର ଶେଷ ଦର୍ଶନ । ରଘୁବର କହିଛନ୍ତି, ମହାପ୍ରଭୁଙ୍କ ଦର୍ଶନ କରି ସେ ବେଶ୍ ଖୁସି । ମହାପ୍ରଭୁଙ୍କ ଇଚ୍ଛା ଯୋଗୁଁ ଓଡିଶାର ରାଜ୍ୟପାଳ ଦାୟିତ୍ବ ନେଇଥିଲି। 2036 ସୁଦ୍ଧା ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ କ୍ରମେ ବିକଶିତ ଓଡିଶା ଗଠନ ହେବ।