ଓଡିଶାରେ ପହଁଚିଲେ ପଦ୍ମଶ୍ରୀ ଦୀପା ମଲ୍ଲୀକ

ଓଡିଶାରେ ପହଁଚିଲେ ପଦ୍ମଶ୍ରୀ ଦୀପା ମଲ୍ଲୀକ

ମେଟ୍ରୋ ଓଡ଼ିଆ (୨୬ .୩.୨୦୨୨):

ଓଡିଶାରେ ଆସି ପହଁଚିଛନ୍ତି ପଦ୍ମଶ୍ରୀ ଦୀପା ମଲ୍ଲୀକ । ଆସନ୍ତା ମାର୍ଚ୍ଚମାସ ୨୮ରୁ ୩୧ ଯାଏଁ ଆରମ୍ଭ ହେବାକୁ ଥିବା ପାରା ନେସନ୍ୟାଲ ଆଥେଲେଟିକ୍ସ ଚମ୍ପିଅନସିପ ୨୦୨୨ ରେ ଭାଗ ନେବା ପାଇଁ ଆସି ପର୍ହଁଚିଛନ୍ତି ଶ୍ରୀମିତି ଦୀପା ମଲ୍ଲୀକ ଓ ତାଙ୍କର ଟିମ ।

ଏହି ଖେଳ କଳିଙ୍ଗ ଷ୍ଟାୟିୟମ ଓ କିଟ ଷ୍ଟିଡିୟମରେ ଅନୁଷ୍ଟିତ ହେବାକୁ ଯାଉଥିବା ବେଳେ ଓଡିଶାରେ ଏହା ପ୍ରଥମଥର ଅନୁଷ୍ଟିତ ହେବାକୁ ଯାଉଛି । ଦିପା ମଲ୍ଲୀକ ଏହି ଚମ୍ପିଅନସିପରେ ସହଯୋଗ ପାଇଁ ନବୀନ ପଟ୍ଟନାୟକ ଓ କିଟର ପ୍ରତିଷ୍ଟାତା ଅଚ୍ୟାତ ସାମନ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ।