୧୦ରୁ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ କଂଗ୍ରେସ

୧୦ରୁ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ କଂଗ୍ରେସ। ରାଜ୍ୟରେ ମହିଳାଙ୍କ ପ୍ରତି ଅତ୍ୟାଚାର ପ୍ରତିବାଦରେ ପ୍ରତିବାଦ କରାଯିବ। ଏନେଇ କଂଗ୍ରେସ ନେତା ନବଜ୍ୟୋତି ପଟ୍ଟନାୟକ ସୂଚନା ଦେଇଛନ୍ତି। ସବୁ ଜିଲାପାଳ ଏବଂ ଭୁବନେଶ୍ୱର ଏଡିଏମ୍‌ ଅଫିସ ଆଗରେ ବିକ୍ଷୋପ କରିବ।

ବିଜେଡି ଓ କଂଗ୍ରେସ ବିଧାୟକମାନେ ଜୋଦାର ହଙ୍ଗାମା କରିଛନ୍ତି। ଏପରିକି ବାଚସ୍ପତିଙ୍କ ପୋଡିୟମ ଉପରକୁ ଚଢିବା ପାଇଁ ଉଦ୍ୟମ କରିଥିଲେ। ବିଜୁବାବୁଙ୍କୁ ଅସମ୍ମାନ ପ୍ରତିବାଦରେ ବିଜେଡିର ପ୍ଲାକାର୍ଡ ଧରି ପ୍ରତିବାଦ ଜଣାଇଥିବା ବେଳେ ମହିଳା ଅତ୍ୟାଚାର ବିରୋଧରେ କଂଗ୍ରେସର ହଟ୍ଟଗୋଳ
କରିଛି।