Odisha ଜାନୁଆରୀ ୨୬ ପୂର୍ବରୁ ଓଡ଼ିଶାକୁ ମିଳିବ 5G Last updated Dec 29, 2022 ଭୁବନେଶ୍ୱର: ମୋବାଇଲ ୟୁଜର ପାଇଁ ଖୁସି ଖବର । ଆଉ ମାସେ ପରେ ଓଡ଼ିଶାକୁ ଆସିଯାଇଥିବା 5 ଜି । ମାସେ ଭିତରେ ଓଡ଼ିଶାକୁ ମିଳିବ 5G ସେବା। ଆସନ୍ତାବର୍ଷ ଜାନୁଆରୀ ୨୬ ପୂର୍ବରୁ ଓଡ଼ିଶାରେ 5G ସେବା ମିଳିବବୋଲି ଭୁବନେଶ୍ୱର ରେଲୱେ ଷ୍ଟେସନର ନବକଳେବର ପାଇଁ ଭୂମି ପୂଜନ କାର୍ଯ୍ୟକ୍ରମ ଅବସରରେ ଏହା କହିଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଓଡ଼ିଶା ପାଇଁ ଯାହା ଆବଶ୍ୟକ ପ୍ରଧାନମନ୍ତ୍ରୀ ମୋଦି ତାହା ଯୋଗାଇ ଦେଉଛନ୍ତି ଏବଂ ଓଡ଼ିଶାକୁ ଅଧିକ କେନ୍ଦ୍ର ସରକାର ଦେଉଥିବା କହିଛନ୍ତି ବୈଷ୍ଣବ । #metro tv#odisha5g Share