ବଲାଙ୍ଗୀର : ଦାବିର ୨୪ ଘଣ୍ଟା ମଧ୍ୟରେ ପୂରଣ କଲେ ଡାକ୍ତର ପଦବୀ । 5T ସଚିବ ଭି.କେ ପାଣ୍ଡିଆନ ତୁଷରା ଗସ୍ତ ସମୟରେ ମେଡିକାଲରେ ଡାକ୍ତର ସମସ୍ୟାର ସମାଧାନ ଓ ମେଡିକାଲର ଅପଗ୍ରେଡେସନ ପାଇଁ ଲୋକମାନେ ଦାବି କରିଥିଲେ । ୨୪ ଘଣ୍ଟା ନପୂରୁଣୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଦୁଇଜଣ ଡାକ୍ତରଙ୍କୁ ତୁଷୁରା ଡାକ୍ତରଖାନାରେ ନିଯୁକ୍ତି ଦିଆଯାଇଛି । ଯାହାକୁ ନେଇ ସ୍ଥାନୀୟ ଅଂଚଳରେ ବେଶ ପ୍ରଶଂସା ହେଉଛି । ବୌଦ୍ଧ ଜିଲ୍ଲା ମନମୁଣ୍ଡାରୁ ଡାକ୍ତର ସୂର୍ଯ୍ୟରଶ୍ମି ସୁମିତ ମହାଲିଙ୍ଗ ଓ ବାଲେଶ୍ବର ଜିଲ୍ଲାରୁ ଡାକ୍ତର ସାଇଶିକାନ ଜେନାଙ୍କୁ ବଦଳି କରି ତୁଷୁରା ଡାକ୍ତରଖାନାରେ ଅବସ୍ଥାପିତ କରାଯାଇଛି । ଶୀଘ୍ର ତୁଷୁରା ହସ୍ପିଟାଲର ଅପଗ୍ରେଡୋସନ କରାଯିବ । ଦୀର୍ଘଦିନରୁ ଏଠାରେ ଡାକ୍ତର ସମସ୍ୟା ଲାଗି ରହିଥିଲା । ଡାକ୍ତର ପଦବୀ ପୂରଣ ପରେ ଏବେ ତୁଷୁରା ମେଡିକାଲରେ ଲୋକମାନେ ୨୪ ଘଣ୍ଟିଆ ସ୍ୱାସ୍ଥ୍ୟସେବା ପାଇବେ ।
Trending
- ଓଡ଼ିଶାରୁ ବିରଳ ଓରାଙ୍ଗଉଟାନ ଠାବ , ବାଲେଶ୍ବରର ରଣକୋଠା ସଂରକ୍ଷିତ ଜଙ୍ଗଲରୁ ୫ଟି ଓରାଙ୍ଗଉଟାନକୁ ଠାବ କରିଛି ବନବିଭାଗ
- ଆଜି ଶ୍ରୀମନ୍ଦିରରେ ପ୍ରଭୁ ବଳଭଦ୍ରଙ୍କର ପ୍ରଳମ୍ବାସୁର ବଧ ବେଶ ଅନୁଷ୍ଠିତ
- ଟ୍ରାଫିକ୍ ପୁଲିସ କର୍ମଚାରୀଙ୍କ ପାଇଁ ଶୋଲ୍ଡର ଫ୍ଲିକରିଂ ଲାଇଟ୍ ବ୍ୟବସ୍ଥାର ଶୁଭାରମ୍ଭ
- ଦିଲ୍ଲୀ PG ଟ୍ରାଜେଡି: ୬ ମୃତ ,PG ମାଲିକଙ୍କୁ ଠାବ କରିବା ପାଇଁ ପୋଲିସର ସ୍ୱତନ୍ତ୍ର ଟିମ୍ ଗଠନ
- ପିଆଜ ପୁଣି ଉପରମୁହାଁ,ଟ୍ବିନ ସିଟିରେ ରାଜଧାନୀରେ ପିଆଜ ଖୁଚୁରା ଦର ୬୦ରୁ ୭୦ ଟଙ୍କା ଛୁଇଁଲାଣି
- ରାଜଧାନୀରେ ଭୁଶୁଡ଼ିଲା 4 ମହାଲା କୋଠା ,ଅନେକ ଲୋକ ଫସି ରହିଥିବା ଆଶଙ୍କା
- କାର୍ଯ୍ୟରତ ସାମ୍ବାଦିକଙ୍କ ଅକାଳ ମୃତ୍ୟୁ ଘଟିଲେ, ସେମାନଙ୍କ ପରିବାରକୁ ମିଳିବ ଆର୍ଥିକ ସହାୟତା
- ଦେଶର ପ୍ରଥମ ଉପରାଷ୍ଟ୍ରପତି ତଥା ମହାନ ଦାର୍ଶନିକ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଜୟନ୍ତୀ ପାଳିତ
- ନୂଆଁଖାଇ ପାଇଁ ଲଗ୍ନ ଧାର୍ଯ୍ୟ, ଚଳିତ ମାସ ୧୫ ତାରିଖ ସକାଳ ୯ଟା ୪୦ରୁ ୯ଟା ୫୪ ମଧ୍ୟରେ ଲଗ୍ନ ସ୍ଥିର
- ପିଲାଦିନକୁ ମରିବାକୁ ଦେବା ଉଚିତ୍ ନୁହେଁ ବରଂ ବଞ୍ଚାଇ ରଖିବା ହେଉଛି ଶିକ୍ଷକଙ୍କ କାମ – ମୋଦୀ