ମେଟ୍ରୋ ଟିଭି ଓଡିଶା,୪/୨ : ପ୍ରଚାର ମଇଦାନରେ ପ୍ରାର୍ଥୀ ଓ ପ୍ରାର୍ଥୀନୀ । ପଞ୍ଚାୟତ ନିର୍ବାଚନ ରେ ଏଥର ଲଢ଼ିବେ ଯୁବ ସମାଜସେବୀ. ଆମେ କହୁଛୁ ଫତେପୁର ପଞ୍ଚାୟତ ପୁଅ ସିଦ୍ଧାର୍ଥ ପ୍ରସାଦ ପ୍ରଧାନ ଙ୍କର କଥା ପେସାରେ ବ୍ୟବସାୟୀ ନିଶା ତାଙ୍କର ସମାଜସେବା । ପଞ୍ଚାୟତ ର ବହୁ ଉର୍ନତି ମୂଳକ କାର୍ଯ୍ୟ କରିଛନ୍ତି. ବେକାରୀ ମାନଙ୍କୁ ବିଭିନ୍ନ ଶିଳ୍ପରେ ନିଯୁକ୍ତି ଦେଇଛନ୍ତି । ପଞ୍ଚାୟତ ର ଆହୁରି ଉର୍ନତି ପାଈଁ ଆଗେଇ ଆସିଛନ୍ତି ସରପଞ୍ଚ ପ୍ରାର୍ଥୀ । ଲୋକଙ୍କ ପାଖରେ ପହଂଚି ଗୁରୁଜନ ମାନଙ୍କୁ ପ୍ରମାଣ ଓ ସାନ ମାନଙ୍କୁ ସେନେହ ଜଣାଇ ଭୋଟ ମାଗୁଛନ୍ତି. ଚି଼ହ୍ନ ବି କହୁଛନ୍ତି ମାଛ ଚି଼ହ୍ନ । ଏଥର ଭୋଟ ମୋତେ ଦିଅ ପଞ୍ଚାୟତ କୁ ଆଦର୍ଶ ପଞ୍ଚାୟତ ରେ ଗଢି ତୋଳିବି । ସିଦ୍ଧାର୍ଥ ପ୍ରସାଦ ପ୍ରଧାନ କାହିଛନ୍ତି ଯେ ମୁଁ ମହାମାରୀ ସମୟରେ ଲୋକଙ୍କୁ ଜଯେ ପରି ସହାୟତା କରୁଥିଲି, ଏଥର ପଞ୍ଚାୟତ ନିର୍ବାଚନ ରେ ଲୋକମାନଙ୍କ ସମସ୍ୟା ଦେଖୀ ସରପଞ୍ଚ ପଦ ରେ ଛିଡାହେଲି ।
linked-https://youtu.be/UDnAHjTrcX4
ରାସନ, ପିଇବା ପାଣି, ଶିଳ୍ପ ରେ ନିଯୁକ୍ତି, ବେକାରୀ ସମସ୍ୟା ଦୂରୀକରଣ କରିବି । ଲୋକଙ୍କ ସମର୍ଥନ ଓ ଭଲ ପାଇବା ଅଛି ବୋଲି କହିଛନ୍ତି.ଏଥର ଲୋକ ମାଛ କେଟିଲି କୀ ବିଜୟର ଟୀକା ପିନ୍ଧାଇବେ ଲୋକଙ୍କ ସମସ୍ୟା ଆମେ ନିଶ୍ଚିତ ଦୁରକରିବୁ । ସାଧାରଣ ରେ ଗ୍ରାମବାସୀ ପ୍ରକାଶ କରିଛନ୍ତି ଯେ ଏଥର ନିଶ୍ଚୟ ପରିବର୍ତ୍ତନ ହେବ।
ମୋର ସମିତସଭ୍ୟ ପ୍ରାର୍ଥୀନୀ ମୋ ସାଙ୍ଗରେ ଅଛନ୍ତି ଇଞ୍ଜିନିଏର ଅମିତା ସ୍ୱାଇଁ କହିଛନ୍ତି ଯେ , ମୁଁ ଚାକିରୀ ଛାଡି ରାଜନିତି କୁ ଆସିଲି ଲୋକଙ୍କ ସମସ୍ୟା ଦୂରୀକରଣ କରିବା ପାଇଁ ମୋତେ ପଞ୍ଚାୟତର ଗୁରୁଜନ ମାନେ ଛିଡା କରିଛନ୍ତି । ମୁଁ ଲୋକଙ୍କ ପାଖରେ ପହଂଚି ଘରକୁ ଘର ବୁଲି ଚି଼ହ୍ନ କେଟିଲ ଚି଼ହ୍ନ ବୋଲି ପ୍ରକାଶ କରିଛନ୍ତି ଓ ଭୋଟ ମାଗୁଛନ୍ତି । ପଞ୍ଚାୟତ ରେ ଯିଏ ଦୁଃଖସୁଖ ରେ ସାଥିହୋଇଛି । ତାକୁ ଏଥର ଭୋଟ ଦେବୁ।
ରିପୋର୍ଟ ଦୀପକ ବାରିକ,ମେଟ୍ରୋଟିଭି ଓଡିଶା