ଢିଙ୍କିଆ ଓ ଗଡକୁଜଙ୍ଗ ପଞ୍ଚାୟତରେ ଚାଲିଛି ଜୋରଦାର ପ୍ରଚାର

ଢିଙ୍କିଆ ଓ ଗଡକୁଜଙ୍ଗ ପଞ୍ଚାୟତରେ ଚାଲିଛି ଜୋରଦାର ପ୍ରଚାର

ମେଟ୍ରୋ ଟିଭି ଓଡିଶା,୪/୨ : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଯେତେ ପାଖେଇ ଆସେ ସେତେବେଳେ ପ୍ରଚାର ମଇଦାନ ରେ ସରଗରମ ଦେଖିବାକୁ ମିଳେ । ଆମ କହୁଛୁ ଜଗତସିଂହ ପୁରର ଢ଼ିଙ୍କିୟା ଓ ଗଡ଼କୁଜଙ୍ଗ ପଂଚାୟତ କଥା. ସେଠାରେ ପ୍ରଚାର ମଇଦାନ ରେ ସରଗରମ ଦେଖିବାକୁ ମିଳୁନି । ଗଡ଼କୁଜଙ୍ଗ ପଞ୍ଚାୟତ ନିର୍ବାଚନ ହେଉଥିବା ବେଳେ ଦୁଇ ପ୍ରାର୍ଥୀ ଓ ପ୍ରାର୍ଥୀନୀ ଘରକୁ ଘର ଯାଇ ଭୋଟ ମାଗୁଛନ୍ତି ।

linked-https://fb.watch/a_0eE9TzZm/

ସଂଗ୍ରାମ କେଶରୀ ବେହେରା ଓ ମାନସୀ ଦାସ ଭୋଟ ମାଗୁଛନ୍ତି । ଯଦି କହିବ ବିବାଦ ରେ ଥିବା ଢ଼ିଙ୍କିୟା ପଂଚାୟତ ରେ ସରପଞ୍ଚ ନିର୍ବାଚନ ନଥିଲା ବେଳେ ସମିତ ସଭ୍ୟ ଜିଲ୍ଲା ପରିଷଦ ନିର୍ବାଚନ କରାଯାଉଛି । ଢ଼ିଙ୍କିୟା ଗ୍ରାମରେ ଏବେ ଶାନ୍ତ ପରିବେଶ ଦେଖିବାକୁ ମିଳୁଛି । ଢ଼ିଙ୍କିୟା ପଂଚାୟତ ର ଦୁଇ ପାର୍ଥୀନୀ ସମିତ ସଭ୍ୟ ରେ ଛିଡ଼ାହୋଇଥିବା ବେଳେ ଗୋଟିଏ ଗ୍ରାମର ମିତାଞ୍ଜଳି ଭୋଇ ସମିତି ସଭ୍ୟ ପ୍ରାର୍ଥୀନୀ ନିଜର ଟୁଲ ଚିହ୍ନି କହି ଭୋଟ ମାଗୁଛନ୍ତି ।

linked-https://fb.watch/a_0eE9TzZm/


ଲୋକଙ୍କୁ ପଂଚାୟତର ସମସ୍ୟା ବିଷୟରେ କହୁଛନ୍ତି । ଅପର ପକ୍ଷରେ ଅନିତା ଦାସ ପଞ୍ଚାୟତ ରେ ବୁଲି ବୁଲି ଭୋଟ ମାଗୁଛନ୍ତି ତାଙ୍କର ଚି଼ହ୍ନ କେଟିଲ ଚି଼ହ୍ନ ପ୍ରକାଶ କରୁଛନ୍ତି । ଏହି ଦୁଇ ଜଣଙ୍କର ମଧ୍ୟରେ ଏବେ ଢ଼ିଙ୍କିୟା ଗ୍ରାମରେ ରେ ନିର୍ବାଚନ ର ଏତେ ସରଗରମ ଦେଖିବାକୁ ମିଳୁନାହିଁ । ଏହି ଦୁହିଙ୍କର ମଧ୍ୟରେ ବିଜୟର ର ଟିକା କିଏ ପିନ୍ଧିବ, ଆଗାମୀ ଦିନ ରେ ଜଣା ପଡିବ.କେବଳ ଦେଖିବାକୁ ବାକି ଅଛି ।

ରିପୋର୍ଟ ଦୀପକ ବାରିକଙ୍କ ମେଟ୍ରୋଟିଭି ଓଡିଶା