ନେଦରଲାଣ୍ଡ ବିପକ୍ଷରେ ଟସ ଜିତି ଭାରତ କରିବ ବ୍ୟାଟିଂ

ସିଡନି: ଆଉ କିଛି ସମୟ ପରେ ନେଦରଲାଣ୍ଡକୁ ଭେଟିବ ଟିମ୍‌ ଇଣ୍ଡିଆ । ଟସ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି ରୋହିତ । ଏହି ମ୍ୟାଚରେ ବଡ଼ ସ୍କୋର କରି ଜିତିବାକୁ ଚ୍ୟେଷ୍ଟା କରିବ । ଟ୍ବେଣ୍ଟି ଟ୍ବେଣ୍ଟି ବିଶ୍ବକପରେ ଭାରତର ଏହା ଦ୍ବିତୀୟ ମୁକାବିଲା । ନେଦରଲାଣ୍ଡ ବିପକ୍ଷ ମ୍ୟାଚ ପାଇଁ ରୋହିତ ଶର୍ମା (ଅଧିନାୟକ), କେଏଲ ରାହୁଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଧିକ ପାଣ୍ଡ୍ୟା, ଦିନେଶ କାର୍ତ୍ତିକ, , ଅକ୍ଷର ପଟେଲ, ରବିଚନ୍ଦ୍ରନ ଅଶ୍ବିନ, ଭୁବନେଶ୍ବର କୁମାର, ମହମ୍ମଦ ସାମି, ଅର୍ଶଦୀପ ସିଂହ