ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବର୍ମିଂହାମ ସିଡବ୍ଲ୍ୟୁଜି ୨୦୨୨ ରେ ରୌପ୍ୟ ପଦକ ଜିତିଥିବାରୁ ଭାରତୀୟ ପୁରୁଷ ହକି ଦଳକୁ ଅଭିନନ୍ଦନ ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି;
“ସିଡବ୍ଲ୍ୟୁଜିରେ ଏକ ଉତ୍ସାହଜନକ ପ୍ରଦର୍ଶନ ଏବଂ ଏକ ରୌପ୍ୟ ପଦକ ଜିତିବା ପାଇଁ ପୁରୁଷ ହକି ଦଳ ଲାଗି ଗର୍ବିତ । ମୁଁ ନିଶ୍ଚିତ ଯେ ଏହି ଦଳ ଭବିଷ୍ୟତରେ ଭାରତକୁ ଗର୍ବିତ କରିବ ଏବଂ ଯୁବକମାନଙ୍କୁ ହକିରେ ଉତ୍ସାହିତ କରିବ ।