ମାର୍ଚ୍ଚ ୨୮ରୁ ଆଇପିଏଲ-୨୦୨୬

ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ(BCCI) ଟାଟା ଆଇପିଏଲ-୨୦୨୬ ପାଇଁ ତାରିଖ ସ୍ଥିର କରିଛି। ଆଗାମୀ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୬ ସିଜିନ୍ ଆନୁଷ୍ଠାନିକ ଭାବରେ ମାର୍ଚ୍ଚ ୨୮ରେ ଆରମ୍ଭ ହେବବୋଲି ପ୍ରସାରକ ଷ୍ଟାର ସ୍ପୋର୍ଟସ୍ ରବିବାର ନିଶ୍ଚିତ କରିଛନ୍ତି। ନ୍ୟୁଜିଲ୍ୟାଣ୍ଡ ବିରୋଧରେ ଆଇସିସି ଟି-୨୦ ବିଶ୍ୱକପ୍ ୨୦୨୬ ଫାଇନାଲ୍ ମ୍ୟାଚ ପୂର୍ବରୁ ଏହି ଆନୁଷ୍ଠାନିକ ଘୋଷଣା ହୋଇଛି।

Leave a comment