ଚେନ୍ନାଇକୁ ୩୨ ରନ୍ରେ ପରାସ୍ତ କଲା ରାଜସ୍ଥାନ
ଜୟପୁର:ରାଜସ୍ଥାନ ରୟାଲଠୁ ଚେନ୍ନାଇ ସୁପର କିଙ୍ଗ୍ସ ପରାଜିତ ହୋଇଛି। ଟସ୍ ଜିତି ପ୍ରଥମେ ବ୍ୟାଟିଂ ନେଇଥିବା ରାଜସ୍ଥାନ ୨୦୨ ରନ୍ କରିଥିଲା। ଜବାବରେ ସିଏସ୍କେ ପାଳି ୧୭୦ ରନ୍ ଅଟକି ଯାଇଥିଲା।
.@rajasthanroyals return to winning ways! 👏 👏
The @IamSanjuSamson-led unit beat #CSK by 32 runs to seal their 5⃣th win of the #TATAIPL 2023 👍 👍
Scorecard ▶️ https://t.co/LoIryJ4ePJ#RRvCSK pic.twitter.com/CRCDTHd8m8
— IndianPremierLeague (@IPL) April 27, 2023
ଜୟସ୍ବାଲ୍ ଚଳିତ ଆଇପିଏଲ୍ର ତୃତୀୟ ଅର୍ଦ୍ଧଶତକ ଅର୍ଜନ କରିବା ସହ ଦଳକୁ ବଡ଼ ସ୍କୋର ଅଭିମୁଖେ ନେଇଥିଲେ। ବଟଲର ୨୭ ରନ୍ , ଆଉଟ୍ ହେବା ପରେ ୧୪ତମ ଓଭରରେ ତୁଷାର ଦେଶପାଣ୍ଡେ ସିଏସ୍କେକୁ ଦ୍ବୈତ ସଫଳତା ଦେଇଥିଲେ। ସେ ପ୍ରଥମ ବଲ୍ରେ ସଞ୍ଜୁ ସାମସନ୍ (୧୭) ଓ ପଞ୍ଚମ ବଲ୍ରେ ଜୟସ୍ବାଲ୍ (୭୭)ଙ୍କୁ ଆଉଟ୍ କରିଥିଲେ।
In Match 3⃣7⃣ of #TATAIPL between #RR & #CSK
Here are the Dream11 GameChanger, RuPay On-The-Go 4s of the match & TIAGO.ev Electric Striker award winners. #RRvCSK @Dream11 | #SabKhelenge@RuPay_npci | #RuPayCreditonUPI | #BeOnTheGo@Tatamotorsev | #Tiagoev | #Goev pic.twitter.com/0wR8Zuf1YX
— IndianPremierLeague (@IPL) April 27, 2023
ଜୟସ୍ବାଲ ୨୬ ବଲ୍ରୁ ତାଙ୍କର ଅର୍ଦ୍ଧଶତକ ପୂରଣ କରିଥିଲେ। ୨୦୩ ରନ୍ର ଲକ୍ଷ୍ୟକୁ ପିଛା କରୁଥିବା ସିଏସ୍କେ ପାଇଁ ରନ୍ ବାହାର କରିବାରେ ସମସ୍ୟା ହେଉଥିଲା। ରକ୍ଷଣାତ୍ମକ ଖେଳି ଅର୍ଦ୍ଧଶତକଠୁ ୩ ରନ୍ ଦୂରରେ ଥିଲା ବେଳେ ଋତୁରାଜ ଗାଏକ୍ବାଡଙ୍କୁ ଆଦାମ ଜାମ୍ପା ଦ୍ବିତୀୟ ଶିକାର କରିଥିଲେ। ଶିବମ ଦୁବେ ଶେଷ ପର୍ଯ୍ୟନ୍ତ ସଂଘର୍ଷ କରି ୨୯ ବଲ୍ରୁ ନିଜର ଅର୍ଦ୍ଧଶତକ ଅର୍ଜନ କରିଥିଲେ ।
Why does the Sawai Mansingh Stadium remain special for @msdhoni? 🤔
Here's what he said 🔽#TATAIPL | #RRvCSK pic.twitter.com/u4ApgNZHDC
— IndianPremierLeague (@IPL) April 27, 2023