କଟକ ଜିଲ୍ଲା ବଡ଼ମ୍ବା କୁଆଁରପାଳ ଗ୍ରାମ ରେ ହାତୀ ଆତଙ୍କ ରେ ଆତଙ୍କିତ ଜନ ସାଧାରଣ ରେ ଗତ ଦୁଇଦିନ ହେଲାଗୋଟିଏ ବଣୁଆ ହାତୀ ର ଉପଦ୍ରବ ଦେଖିବାକୁ ମିଳିଛି। ବଣୁଆ ହାତୀ ଆକ୍ରମଣରେ ଗତ କାଲି ଜଣେ ମହିଳାଙ୍କ ମୁତ୍ୟୁ ହୋଇଥିବା ବେଳେ ଆଜି ଏକ ଯୁବକଙ୍କ ହାତୀ ଆକ୍ରମଣରେ ମୁତ୍ୟୁ ଘଟିଛି ଯୁବକ ଜଣଙ୍କ ହେଲେ କୁଆଁରପାଳ ଗ୍ରାମ ର କାର୍ତ୍ତିକ ପ୍ରଧାନ ଙ୍କ ପୁଅ ୩୬ ବର୍ଷିୟ ସଞୟ ପ୍ରଧାନ ବୋଲି ଜଣାପଡ଼ିଛି।ଗତ କାଲି ଜଙ୍ଗଲ ରୁ କାଠ ସଂଗ୍ରହ କରିବାକୁ ଯାଇଥିବା ସମୟରେ ହାତୀ ହାବୁଡରେ ପଡି ଜଣେ ମହିଳାଙ୍କ ମୁତ୍ୟୁ ହୋଇଥିବା ବେଳେ ଆଜି ଆଜି ହାତୀ ଆକ୍ରମଣରେ ଯାଇଛି ଆଉ ଗୋଟିଏ ନିରିହ ଜୀବନ।ବର୍ତ୍ତମାନ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି। ବଣୁଆ ହାତୀଙ୍କ ଟି ହାତୀ ଙ୍କ ପଲ ରୁ ଅଲଗା ହୋଇଯିବା ପରେ ହାତୀ ଟି ଗାଁରେ ପଶି ବ୍ୟାପକ ଫସଲ ନଷ୍ଟ କରିବା ସହିତ ଲୋକ ଙ୍କୁ ଆକ୍ରମଣ କରି ନେଉଛି ଗୋଟିଏ ପରେ ଗୋଟିଏ ଜୀବନ ବନ ବିଭାଗ ର ଏଭଳି ଖାମ ଗିଆଲି ପାଇଁ ନିରିହ ଲୋକଙ୍କ ଜୀବନ ଯାଉଛି ବୋଲି ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି।ଘଟଣା ସ୍ଥଳରେ ମାଣିଆବନ୍ଧ ପୋଲିସ ଓ ବନ ବିଭାଗ କର୍ମଚାରୀ ମାନେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି।
Trending
- ‘ୟୁନିଟ୍-୧’ ହାଟ ରେ ଭୟାବହ ଅଗ୍ନିକାଣ୍ଡ
- ପୀତବାସ ପଣ୍ଡା ହତ୍ୟା, ହୋଇଥିଲା ୫୦ ଲକ୍ଷ ଟଙ୍କାର ଡିଲ୍
- ପୀତବାସ ପଣ୍ଡା ହତ୍ୟା ମାମଲାରେ ବିଜେଡ଼ି ନେତା ବିକ୍ରମ ପଣ୍ଡା ଗିରଫ
- ପୀତବାସ ହତ୍ୟା ମାମଲା,ବିଜେଡି ନେତା ବିକ୍ରମ ପଣ୍ଡାଙ୍କୁ ଗିରଫ କଲା ପୁଲିସ
- ‘ଅନ୍ତ୍ୟୋଦୟ ଗୃହ ଯୋଜନା’ ମାଧ୍ୟମରେ ଆର୍ଥିକ ଅନଗ୍ରସର ତଥା ନିମ୍ନ ଆୟବର୍ଗମାନଙ୍କ ପାଇଁ ସୁରକ୍ଷିତ ଓ ସ୍ଥାୟୀ ଆଶ୍ରୟସ୍ଥଳ ସୁନିଶ୍ଚିତ ହେଉଛି
- ଧୂଆଁମୟ ଦିଲ୍ଲୀର ଆକାଶ
- INS ବିକ୍ରାନ୍ତରେ ପ୍ରଧାନମନ୍ତ୍ରୀ ମୋଦି ସୈନିକମାନଙ୍କ ସହ ପାଳିଲେ ଦୀପାବଳି ଉତ୍ସବ
- ନାମାଙ୍କନ ଦାଖଲ କଲେ ସ୍ନେହାଙ୍ଗିନୀ ଛୁରିଆ
- ପୋଲିସ ସ୍ମାରକୀ ଦିବସ’ରେ ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ
- ଦୀପାବଳିରେ ଉପହାର ଦିଅନ୍ତୁ ଫାସ୍ଟ୍ୟାଗ ବାର୍ଷିକ ପାସ୍
Prev Post