ବ୍ରିଟେନରେ ସ୍କୁଲ ପିଲା ବ୍ୟବହାର କରିବେନି ଫୋନ୍

ବ୍ରିଟେନରେ ସ୍କୁଲ ପିଲା ବ୍ୟବହାର କରିବେନି ଫୋନ୍ଛୋ  । ବ୍ରିଟେନରେ ଅଭିଭାବକମାନେ ଅଭିଯୋଗ କରିବା ପରେ ପ୍ରଧାନମନ୍ତ୍ରୀ ସୁନକ ଏବେ କଡ଼ା ନିର୍ଦେଶ ଦେଇଛନ୍ତି । ଗତ କିଛି ବର୍ଷ ହେଲା  ପିଲାମାନେ ପଢ଼ା ଉପରେ ଧ୍ୟାନ ଦେଇପାରୁନାହାଁନ୍ତି । ଏହି କାରଣରୁ ଏବେ ବ୍ରିଟେନ୍‌ ସରକାର ଏକ ବଡ଼ ନିଷ୍ପତି…

ବଦଳିଲା ଡିଜେଲ୍‌ ରପ୍ତାନି ସମୀକରଣ

ଆରବ ସାଗର ଓ ଲୋହିତ ସାଗରରେ ଯାତାୟତ କରୁଥିବା ବାଣିଜ୍ୟିକ ଜାହାଜଗୁଡ଼ିକ ଉପରେ ହୁତି ବିଦ୍ରୋହୀମାନେ ଗତ କିଛିମାସ ହେଲା ଆକ୍ରମଣ ଜାରି ରଖିଛନ୍ତି। ଏଥିଯୋଗୁ ଜାହାଜରେ ଭାରତରୁ ୟୁରୋପକୁ ତୈଳ ଏବଂ ଅନ୍ୟାନ୍ୟ ସାମଗ୍ରୀ ପରିବହନ ଜନିତ ଖର୍ଚ୍ଚ ବଢ଼ିଯାଇଛି। ଏହି କାରଣରୁ ୟୁରୋପ ପରିବର୍ତ୍ତେ…

ରାହୁଲଙ୍କୁ ମିଳିଲା ଜାମିନ

୨୦୧୮ ମାନହାନି ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ସୁଲତାନପୁରର ଏକ ସ୍ୱତନ୍ତ୍ର ଅଦାଲତ ଆଜି ଜାମିନ ପ୍ରଦାନ କରିଛନ୍ତି। ଗୃହମନ୍ତ୍ରୀ ଅମିତ ଶାହଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବାରୁ ୨୦୧୮ରେ ବିଜେପି ନେତା ବିଜୟ ମିଶ୍ର ରାହୁଲଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ।…

ଲୋ ବ୍ଲଡ ପ୍ରେସର କ’ଣ?

ଆଜିକାଲି ବ୍ଲଡ଼ ପ୍ରେସର ଓ ଡାଇବେଟିସ ଅତି ସାଧାରଣ ହୋଇଗଲାଣି । ଅନେକ ଲୋକ ଏଥିରେ ପୀଡିତ ଅଛନ୍ତି । ବ୍ଲଡ ପ୍ରେସର ବଢ଼ିବା ଓ କମିବା ଉଭୟ ମାରାତ୍ମକ । ଯଦି ଆପଣଙ୍କ ବ୍ଲଡ ପ୍ରେସର ହାଇ ହୋଇଥାଏ, ତେବେ ତାଙ୍କୁ ହାର୍ଟ ଆଟାକ୍‌ ହେବାର ଆଶଙ୍କା ଅଧିକ ରହିଥାଏ । ତେବେ ଲୋ ବ୍ଲଡ ପ୍ରେସର ଆପଣଙ୍କୁ…

୧୬ ରୁ ଦଶମ ପିଲାଙ୍କ ଖାତା ଦେଖା

ଶେଷ ହୋଇଛି ପ୍ରଥମ ଦିନର ମାଟ୍ରିକ ପରୀକ୍ଷା । ପ୍ରଥମ ଦିନ ମାତୃଭାଷା ପ୍ରଶ୍ନପତ୍ର ଖୁବ୍ ଭଲ ହୋଇଥିବା ପ୍ରକାଶ କରିଛନ୍ତି ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀ । ପ୍ରଶ୍ନପତ୍ରକୁ ନେଇ ସେମାନେ ମଧ୍ୟ ବେଶ୍ ସନ୍ତୋଷ ପ୍ରକାଶ କରୁଥିବା ଦେଖିବାକୁ ମିଳିଛି । ତେବେ ଦଶମ ବୋର୍ଡ ପରୀକ୍ଷା ୪ ତାରିଖରେ…

ଖୋଲାଖୋଲି ଆଲୋଚନା କଲେ ସାମନ୍ଥା

ସାମନ୍ଥା ରୁଥ ପ୍ରଭୁ ଦକ୍ଷିଣ ଇଣ୍ଡଷ୍ଟ୍ରିର ଜଣେ ପ୍ରସିଦ୍ଧ ଅଭିନେତ୍ରୀ। ଗତ କିଛି ମାସ ହେବ ଅଭିନେତ୍ରୀ କାମରୁ ବିରତି ନେଇଥିଲେ, କିନ୍ତୁ ବର୍ତ୍ତମାନ ସେ ଫେରି ଆସିଛନ୍ତି। ଏନେଇ ନିଜେ ସାମନ୍ଥା ରୁଥ ପ୍ରଭୁ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ଏହା କଥା ପ୍ରକାଶ କରିଛନ୍ତି।ସାମନ୍ଥା…

ନେତା ଓ କର୍ମୀଙ୍କୁ ଗୁରୁମନ୍ତ୍ର ଦେବେ ମୋଦି

ପୁଣି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ । ପୁରୀ ଯାଇ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବା ସହ ଚଣ୍ଡିଖୋଲରେ ସାଧାରଣ ସଭାକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦିଲ୍ଲୀ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରୁ ଫେରିବା ପରେ ଏନେଇ ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ…

ସଚିନଙ୍କ ପଛରେ ସଚିନ

ମାଷ୍ଟର୍‌ ବ୍ଲାଷ୍ଟର୍ ସଚିନ ତେନ୍ଦୁଲକରଙ୍କ ବହୁତ ବଡ଼ ପ୍ରଶଂସକ ଥିବାରୁ ବାପା ଶ୍ରଦ୍ଧାରେ ତାଙ୍କ ନା ରଖିଥିଲେ ‘ସଚିନ’। ସେହି କୁନି ସଚିନ ଆଜି ବଡ଼ ହୋଇଛି। ତେନ୍ଦୁଲକରଙ୍କ ପଦାଙ୍କ ଅନୁସରଣ କରି କ୍ରିକେଟ୍ ପିଚ୍‌ରେ କମାଲ କରୁଛି। ଡାହାଣ ହାତୀ ବ୍ୟାଟିଂ ସହ ତେନ୍ଦୁଲକରଙ୍କ ଭଳି ଡାହାଣହାତୀ…

ଅଧା ଦରରେ କିଣିପାରିବେ ଲାପ୍‌ଟପ୍‌

ଆପଣ ଲାପ୍‌ଟପ୍‌ କିଣିବାକୁ ଚାହାନ୍ତି କି? ଯଦି ଆପଣ ଅଫର୍ ସମୟରେ ଏକ ଲାପ୍‌ଟପ୍‌ କିଣିବାକୁ ଚିନ୍ତା କରୁଛନ୍ତି, ତେବେ ଆପଣ ଏଠାରେ ଏକ ସୁବିଧା ପାଇ ପାଇବେ। ଆମାଜନରେ ଏବେ କିଛି ଆକର୍ଷଣୀୟ ଅଫର୍‌ ମିଳୁଛି। ଯାହାର ଫାଇଦା ଉଠାଇ ଆପଣ ଖୁବ୍ ଶସ୍ତାରେ କିଣିପାରିବେ।ବାଣିଜ୍ୟିକ ସାଇଟ୍‌…

ଲୋକଙ୍କ ଖୁସି ହିଁ ମୋର ସବୁଠୁ ବଡ଼ ପୁରସ୍କାର: ମୁଖ୍ୟମନ୍ତ୍ରୀ

ଦୀର୍ଘ ବର୍ଷର ଜମିଜମା ସମସ୍ୟାର ହେଲା ସମାଧାନ। ସିକିମ ସ୍ୱତ୍ୱ ରୟତ ଚାଷୀଙ୍କୁ ମିଳିଲା ଜମି ପଟ୍ଟା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏକ ସ୍ୱତନ୍ତ୍ର ସମାରୋହରେ ପ୍ରଥମ ଦିନରେ ୨୬ଟି ଜିଲ୍ଲାର ୧୦ହଜାର ସିକିମ ରୟତ ଚାଷୀଙ୍କୁ ଜମି ପଟ୍ଟା ବଣ୍ଟନ କରିଛନ୍ତି। ଏହି ନିଷ୍ପତ୍ତି ଦ୍ବାରା ୨୬ଟି…