ଭେନେଜୁଏଲାରେ ଭୁଶୁଡ଼ିଲା ବେଆଇନ ସୁନା ଖଣି
ଦକ୍ଷିଣ ଆମେରିକାର ମହାଦ୍ୱୀପ ସ୍ଥିତ ଭେନେଜୁଏଲାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ମଧ୍ୟ ଭେନେଜୁଏଲାରେ ବେଆଇନ୍ ସୁନା ଖଣି ହଠାତ ଭୁଶୁଡ଼ି ପଡ଼ିଛି । ଫଳରେ ୨୦ରୁ ଉର୍ଦ୍ଧ୍ୱ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୧ ଜଣ ଆହତ ହୋଇଥିବା ଜଣାପଡ଼ିଛି । ଏବେବି କିଛି ଶ୍ରମିକ ଖଣି ଭିତରେ ଫସି…