ବାୟୁସେନାର ୪ଟି ୟୁନିଟକୁ ରାଷ୍ଟ୍ରପତି ପତାକା ଓ ମାନକ ପ୍ରଦାନ

 ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ହିଣ୍ଡନ ବାୟୁସେନା ଷ୍ଟେସନରେ ବାୟୁସେନାର ୪ଟି ୟୁନିଟକୁ ରାଷ୍ଟ୍ରପତି ପତାକା ଓ ମାନକ ପ୍ରଦାନ କରିଛନ୍ତି। ସେ ୨୨୧ ସ୍କ୍ୱାଡ୍ରନ୍ ଓ ୪୫ ସ୍କ୍ୱାଡ୍ରନକୁ ରାଷ୍ଟ୍ରପତି ମାନକ ପ୍ରଦାନ କରିଥିଲେ। ଏହା ସଶସ୍ତ୍ର ବାହିନୀକୁ ଦିଆଯାଉଥିବା ସର୍ବୋଚ୍ଚ ସାମରିକ…

ବିଜେଡିରୁ ଇସ୍ତଫା ଦେଲେ ରେମୁଣାର ପୂର୍ବତନ ବିଧାୟକ ସୁଦର୍ଶନ

ବିଜୁ ଜନତା ଦଳ(ବିଜେଡି)ର ପ୍ରାଥମିକ ସଦସ୍ୟ ପଦରୁ ଆଜି ଇସ୍ତଫା ଦେଇଛନ୍ତି ବାଲେଶ୍ୱର ଜିଲ୍ଲା ରେମୁଣାର ପୂର୍ବତନ ବିଧାୟକ ସୁଦର୍ଶନ ଜେନା। ଆଜି ଅପରାହ୍ନ ୪ଟା ବେଳେ ବାଲେଶ୍ୱର ସହର ଉପକଣ୍ଠ ସରସ୍ୱତୀପୁରସ୍ଥିତ ହେରିଟେଜ କଲ୍ୟାଣମଣ୍ଡପରେ ସାମ୍ବାଦିକ ସମ୍ମିଳନୀ ଡକାଇ ଶ୍ରୀ ଜେନା ଏହି ସୂଚନା…

ବିଜେଡି ବିଜେପି ମେଂଟ ଚର୍ଚ୍ଚା ପରେ କଂଗ୍ରେସର ନୂଆ ରଣନୀତି: କରାଇବ ପ୍ରତିକାତ୍ମକ ଅନ୍ନପ୍ରାସନ୍ନ

ବିଜେଡି ବିଜେପି ମେଂଟ ଚର୍ଚ୍ଚା ପରେ ଦୁଇ ଦଳକୁ ଘେରିବାକୁ କଂଗ୍ରେସ ନୂଆ ରଣନୀତି ଆପଣାଉଛି । ବିଜେଡି ବିଜେପି ଏକ ବୋଲି ବାରମ୍ବାର ଅଭିଯୋଗ କରି କିଛି ଦିନ ପୂର୍ବରୁ ଦୁଇ ଦଳର ବିବାହ କରାଇଥିଲା କଂଗ୍ରେସ । ଏବେ ଦୁଇ ଦଳର ଭାଗିଦାରୀରୁ ଚିଟଫଣ୍ଡ ଓ ଖଣି ଦୁର୍ନୀତି ସହ ଶୋଷଣ ଓ ଦରଦାମ ବୃଦ୍ଧି…

ମୋଦିଙ୍କୁ ନୋବେଲ ପୁରସ୍କାର ଦେବାକୁ ଦାବି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନୋବେଲ ଶାନ୍ତି ପୁରସ୍କାର ଦେବାକୁ ହିନ୍ଦୁ ସେନା ଦାବି କରିଛି। ହିନ୍ଦୁ ସେନାର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ବିଷ୍ଣୁ ଗୁପ୍ତା ନୋବେଲ ଫାଉଣ୍ଡେସନକୁ ଏକ ଚିଠି ପଠାଇଛନ୍ତି। ଏହି ଚିଠିକୁ ସରକାରୀ ଇମେଲ ଆଇଡି ଏବଂ ଫାଉଣ୍ଡେସନର ଠିକଣାକୁ ପଠାଯାଇଛି। ସଂଗଠନ…

ନାଟୋରେ ଏଣ୍ଟ୍ରି କଲା ସ୍ବିଡେନ

ସ୍ବିଡେନ ନାଟୋର ୩୨ତମ ସଦସ୍ୟ ଦେଶ ହୋଇଛି। ଏହା ସହିତ ପ୍ରାୟ ଦୁଇ ଦଶନ୍ଧି ଧରି ସ୍ବିଡେନ, ନାଟୋ ଗ୍ରୁପରେ ଯୋଗ ଦେଇଛି। ସ୍ବିଡେନର ପ୍ରଧାନମନ୍ତ୍ରୀ ଉଲଫ କ୍ରିଷ୍ଟରସନ ଦେଶର ନାଟୋରେ ଯୋଗଦେବାକୁ ସ୍ବାଧୀନତାର ବିଜୟ ବୋଲି ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି, ସ୍ବିଡେନ ଗଣତାନ୍ତ୍ରିକ,…

ନିର୍ଦ୍ଦେଶନାକୁ ଫେରିଲେ ଅନୁପମ୍‌

ବଲିଉଡ୍‌ର ବରିଷ୍ଠ ଅଭିନେତା ଅନୁପମ୍‌ ଖେର୍‌ ସୋସିଆଲ୍‌ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ବିଭିନ୍ନ ସାମାଜିକ ଏବଂ ଚଳଚ୍ଚିତ୍ର ଜଗତ ସହ ଜଡ଼ିତ ଥିବା ପ୍ରସଙ୍ଗରେ ସେ ସାମାଜିକ ଗଣମାଧ୍ୟମକୁ ବ୍ୟବହାର କରି ନିଜର ଶାଣିତ ମତ ରଖିଥାନ୍ତି। ତେବେ ଗୁରୁବାର ଏହି ଭେଟେରାନ୍‌ ଅଭିନେତା ଜଣକ…

ଶେୟାର ବଜାରରେ ଉତ୍ସାହ

୨ଦିନ ଲାଗି ଘରୋଇ ଶେୟାର ବଜାର କାରବାରରେ ବୃଦ୍ଧି ଘଟିଛି। ଏପରିକି ଚଳିତ ସପ୍ତାହର ୪ର୍ଥ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ ଶେୟାର ବଜାରର ନିବେଶକମାନେ ଲକ୍ଷାଧିକ ଟଙ୍କାର ନିବେଶ ବଢ଼ାଇଛନ୍ତି। ବିଶେଷକରି ଗୁରୁବାର ବମ୍ବେ ଷ୍ଟକ ଏକ୍ସଚେଞ୍ଜ (ବିଏସ୍‌ଇ)ର ସେନ୍‌ସେକ୍ସ ୩୩ (୩୩.୪୦) ପଏଣ୍ଟ ବଢି…

କେଶ ଉପୁଡୁଛି କି?

କିଛି ଲୋକ ଅଛନ୍ତି ଯାହାର କେଶ ପ୍ୟାଚ ପରି ଉପୁଡିଯାଏ। କେଶ କୁଣ୍ଡାଇବା ସମୟରେ, କେଶର ଏକ ମୋଟା ଅଂଶ ହାତକୁ ଆସେଭାରି ଏବଂ ଏହା କରିବା ଦ୍ୱାରା କେଶ ମୁଣ୍ଡରୁ ଅଦୃଶ୍ୟ ହୋଇଯାଏ। ଛୋଟ ଛୋଟ ପ୍ୟାଚ୍ ପରି ଖାଲି ହୋଇଯାଏ। ତେବେ ବାସ୍ତବରେ ଏହା ଏକ ରୋଗ, ଏହି ରୋଗକୁ ଡାକ୍ତରୀ ଭାଷାରେ ଆଲୋପେସିଆ…

ପିଏମ ସୂର୍ଯ୍ୟଘର ଯୋଜନା ଆରମ୍ଭ ହେଲା ରେଜିଷ୍ଟ୍ରେସନ

କେନ୍ଦ୍ର ସରକାରଙ୍କ ମାଗଣା ବିଦ୍ୟୁତ୍ ଯୋଜନା ଅଧୀନରେ ହିତାଧିକାରୀମାନେ ୩୦୦ ୟୁନିଟ୍ ମାଗଣା ବିଦ୍ୟୁତର ସୁବିଧା ପାଇବେ। ଏହି ଯୋଜନାରେ ଘରର ଛାତ ଉପରେ ସୌର ପ୍ୟାନେଲ ଲଗାଯିବ। ଏହି ଯୋଜନାରେ ସରକାର ୭୫ ହଜାର କୋଟି ଟଙ୍କା ବିନିଯୋଗ କରିବେ। ଏହି ଯୋଜନାର ହିତାଧିକାରୀଙ୍କୁ ସରକାର ସବସିଡି…

ପ୍ରିଲିମିନାରୀ ପରୀକ୍ଷା ସେଣ୍ଟର ବଦଳିଲା

ଚଳିତ ମାସ ୧୧ ଓ ୧୨ ତାରିଖରେ ଏହି ପଦ ପାଇଁ ପ୍ରିଲିମିନାରୀ ପରୀକ୍ଷା ଆୟୋଜିତ ହେବ । ସେନେଇ ନିକଟରେ ଓଏସଏସସି ୱେବସାଇଟରେ ଆଡମିଟ୍ କାର୍ଡ ଜାରି କରାଯାଇଥିଲା । ତେବେ ପରୀକ୍ଷାର ୩ ଦିନ ପୂର୍ବରୁ ଆସିଛି ଏକ ଜରୁରୀ ଖବର । ଭିଟାଲ ଷ୍ଟାଟିଷ୍ଟିକ୍ସ ଆସିଷ୍ଟାଣ୍ଟ ପ୍ରିଲିମିନାରୀ ପରୀକ୍ଷା ସେଣ୍ଟର…