Astrology/Vastu ଆଜିର ରାଶିଫଳ Metro TV Odisha Jan 31, 2025 ମେଷ: ଦୀର୍ଘ ଦନରୁ ଭାବିଥିବା କାମ ପୂରା ହୋଇଯିବ। କୌଣସି ମହତ୍ବପୂର୍ଣ୍ଣ କାର୍ଯ୍ୟରେ ଜୀବନସାଥୀର ସହଯୋଗ ପାଇବେ। ଯେଉଁ ମହିଳାମାନେ ଅନଲାଇନି ବ୍ୟବସାୟ କରିବାକୁ ଭାବୁଛନ୍ତି ସେମାନଙ୍କ ଲାଗି ଦିନଟି ଭଲ। ବୃଷ: ମହିଳା ବ୍ୟବସାୟୀଙ୍କ ପାଇଁ ଲାଭ ଯୋଗ ଅଛି। ସରକାରୀ…
Culture ପୁରୀ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସରସ୍ୱତୀ ପୂଜା ତାରିଖ ଧାର୍ଯ୍ୟ କରାଯାଇଛି Metro TV Odisha Jan 30, 2025 ସରସ୍ୱତୀ ପୂଜାକୁ ନେଇ ଲାଗି ରହିଥିବା ଦ୍ୱନ୍ଦ୍ୱ ଏବେ ଦୂର ହୋଇଛି। ସରସ୍ୱତୀ ପୂଜା ଫେବ୍ରୁଆରି ୨ ତାରିଖ ନା ଫେବ୍ରୁଆରି ୩ ତାରିଖରେ ହେବ ସେନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ରହିଥିଲା। ତେବେ ପୁରୀ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସରସ୍ୱତୀ ପୂଜା ତାରିଖ ଧାର୍ଯ୍ୟ କରାଯାଇଛି । ଚଳିତ…
Weather Report ଆଜି ଠାରୁ ରାତି ସହ ଦିନର ତାପମାତ୍ରା ମଧ୍ୟ ବଢ଼ିବ Metro TV Odisha Jan 30, 2025 ମାଘରେ ଆଉ ବାଘ ଭଳି ଶୀତ ନାହିଁ। ହାତଗଣତି କିଛି ଜିଲ୍ଲାକୁ ଛାଡ଼ି ଦେଲେ ସାରା ରାଜ୍ୟରୁ ଶୀତ ଏକପ୍ରକାର ଗାଏବ ହୋଇଛି। କୋରାପୁଟ, ସୁନ୍ଦରଗଡ଼ ବ୍ୟତୀତ ଅନ୍ୟାନ୍ୟ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରି ଉପରକୁ ଚାଲିଯାଇଛି। ଏହାରି ଭିତରେ ଭାରତୀୟ ପାଣିପାଗ ବିଭାଗର ଆକଳନ ଚିନ୍ତାଜନକ…
Business ଦ୍ରୁତ ଗତିରେ ହ୍ରାସ ପାଇବାରେ ଲାଗିଛି ଓଲା ଏସ୧ ଇଲେକ୍ଟ୍ରିକ୍ ସ୍କୁଟରର ବିକ୍ରୟ, ଗ୍ରାହକଙ୍କ ଆଶା ପୂରଣ କରିପାରୁନାହିଁ… Metro TV Odisha Jan 30, 2025 ଓଲା ଏସ୧ ଇଲେକ୍ଟ୍ରିକ୍ ସ୍କୁଟରର ବିକ୍ରୟ ଏବେ ଦ୍ରୁତ ଗତିରେ ହ୍ରାସ ପାଇବାରେ ଲାଗିଛି। କମ୍ପାନୀ ଗ୍ରାହକଙ୍କ ଆଶା ପୂରଣ କରିପାରୁନାହିଁ; ଗ୍ରାହକମାନେ ନିମ୍ନମାନର ଉତ୍ପାଦ ଏବଂ ନିମ୍ନମାନର ସେବା ପାଇଁ ନିରାଶ ହେଉଛନ୍ତି। ଏବେ ବଜାରରେ ଭଲ ବିକଳ୍ପ ଆସିବା ଆରମ୍ଭ ହୋଇଛି ଏବଂ ଗ୍ରାହକମାନେ ଅନ୍ୟ…
World ମଝି ଆକାଶରେ ଧକ୍କା ହେଲା ବିମାନ ଓ ହେଲିକପ୍ଟର, ମୃତକଙ୍କ ସଂଖ୍ୟା ୧୮କୁ ବୃଦ୍ଧି Metro TV Odisha Jan 30, 2025 ଆମେରିକାରେ ବଡ଼ ବିମାନ ଦୁର୍ଘଟଣା । ମଝି ଆକାଶରେ ଧକ୍କା ହେଲା ବିମାନ ଓ ହେଲିକପ୍ଟର । ରେଗନ ଏୟାରପୋର୍ଟ ନିକଟରେ ଘଟିଛି ଦୁର୍ଘଟଣା । ଆକାଶରେ ଅଘଟଣ ପରେ ନଦୀକୁ ଖସିପଡିଛି ବିମାନ। ଏହି ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ଧୀରେ ଧୀରେ ବୃଦ୍ଧି ପାଇବାରେ ଲାଗିଛି। ପ୍ରଥମରୁ ୨ ଜଣଙ୍କ ମୃତଶରୀର…
Sports ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟର ବିରାଟ କୋହଲି ଖେଳିବେ ରଣଜୀ ଟ୍ରଫି Metro TV Odisha Jan 30, 2025 ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟର ବିରାଟ କୋହଲି ଖେଳିବେ ରଣଜୀ ଟ୍ରଫି । ଆଜି ଦିଲ୍ଲୀ ଏବଂ ରେଲୱେ ମଧ୍ୟରେ ମ୍ୟାଚ ଖେଳାଯିବ । ଏଥିରେ ମୈଦାନକୁ ଓଲ୍ହାଇବେ ବିରାଟ କୋହଲି । ରଣଜୀ ଟ୍ରଫି ଖେଳିବା ପାଇଁ ବିରାଟ ଦିଲ୍ଲୀରେ ପହଞ୍ଚି ସାରିଛନ୍ତି । ମ୍ୟାଚ ଖେଳିବା ପାଇଁ ଦିଲ୍ଲୀର ଅରୁଣ ଜେଟଲୀ…
National ମହାକୁମ୍ଭରେ ବୁଡ଼ ପକାଇଲେ ପୁନମ ପାଣ୍ଡେ Metro TV Odisha Jan 30, 2025 ମୌନୀ ଅମାବାସ୍ୟା ଅବସରରେ ଅଭିନେତ୍ରୀ ପୁନମ ପାଣ୍ଡେ ପ୍ରୟାଗରାଜର କୁମ୍ଭ ନଗରୀରେ ପହଞ୍ଚିଥିଲେ। ମହାକୁମ୍ଭରେ ପହଞ୍ଚିଥିବା ପୁନମ ପାଣ୍ଡେ ପୂର୍ବରୁ ଘୋଷଣା କରିଥିଲେ ଯେ ସେ ମହାକୁମ୍ଭ ଯିବେ। ସଙ୍ଗମ କୂଳରେ ବୁଡ଼ ପକାଇବା ପରେ, ସେ ଡଙ୍ଗାରେ ବସି କିଛି ସମୟ ବୁଲାବୁଲି ମଧ୍ୟ କରିଥିଲେ। ସେ ଫଟୋ…
National ମହାକୁମ୍ଭରେ ଅଘଟଣ : ମୃତକଙ୍କ ପରିବାରକୁ ଦିଆଯିବ ୨୫ ଲକ୍ଷ ଟଙ୍କାର କ୍ଷତିପୂରଣ Metro TV Odisha Jan 30, 2025 ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ମେଳାରେ ଘଟିଥିବା ଦଳାଚକଟାରେ ୩୦ରୁ ଊର୍ଦ୍ଧ୍ୱ ପ୍ରାଣ ହରାଇଥିବାବେଳେ ୬୦ରୁ ଅଧିକ ଆହତ ହୋଇଛନ୍ତି। ତେବେ ଏହି ଘଟଣାକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୁଃଖଦ କହିବା ସହ ମୃତ ଶ୍ରଦ୍ଧାଳୁଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା ସହାୟତା ଦେବାକୁ…
National ଆଜି ମହାତ୍ମା ଗାନ୍ଧିଙ୍କ ତିରୋଧାନ ଦିବସ Metro TV Odisha Jan 30, 2025 ଦେଶ ପ୍ରତି ଅଦ୍ଵିତୀୟ ତ୍ୟାଗ କରିଥିବା ଜାତିର ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛି ସାରା ଭାରତ । ଜାନୁଆରୀ ୩୦ ତାରିଖକୁ ସାରା ଦେଶ ଗାନ୍ଧିଙ୍କ ପୁଣ୍ୟତିଥି ଭାବେ ପାଳନ କରିଥାଏ । ଆଜିର ଦିନରେ ଜାତିର ପିତା ତଥା ସ୍ଵାଧୀନତା ସଂଗ୍ରାମୀ ମହାତ୍ମା ଗାନ୍ଧୀଙ୍କ ପରଲୋକ ହୋଇଥିଲା । ୧୯୪୮…
Odisha ଆତ୍ମସମର୍ପଣ କଲେ ୨୯ ମାଓବାଦୀ Metro TV Odisha Jan 30, 2025 ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲ୍ଲା SP ଙ୍କ ନିକଟରେ ୨୯ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । କୁତୁଲ ଏରିଆ କମ୍ମିଟି ମାଓ ସଙ୍ଗଠନର ଏମାନେ ସମସ୍ତେ ସକ୍ରିୟ ସଦସ୍ୟ ଥିଲେ । ଏମାନଙ୍କ ମଧ୍ୟରୁ ୨୦ ଜଣ ପୁରୁଷ ଏବଂ ୭ ଜଣ ମହିଳା ମାଓବାଦୀ ଥିଲେ । ପୋଲିସ ତରଫରୁ ସମସ୍ତଙ୍କୁ…