ଟ୍ରେନ ଦୁର୍ଘଟଣାରେ ଉଦ୍ଧାର କାର୍ଯ୍ୟ ପାଇଁ ଏମଆଇ- ୧୭ ହେଲିକପ୍ଟର ନିୟୋଜିତ
ବାହାନଗା ଟ୍ରେନ ଦୁର୍ଘଟଣାରେ ଉଦ୍ଧାର କାର୍ଯ୍ୟ ପାଇଁ ଏମଆଇ- ୧୭ ହେଲିକପ୍ଟରକୁ ନିୟୋଜିତ କରିଛି ଭାରତୀୟ ବାୟୁସେନା । ଘଟଣାର ସ୍ଥିତି ଜାଣିବାକୁ ରେଲୱେ ବିଭାଗ ସହ ଯୋଗାଯୋଗ କରିଛନ୍ତି ବାୟୁସେନା ଅଧିକାରୀ ।ଦୁର୍ଘଟଣାରେ ୨ଟି ବଗି ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଛି । ଉଦ୍ଧାର କାର୍ଯ୍ୟ ପାଇଁ…