ଆଜିର ରାଶିଫଳ

ମେଷ ଆଜିର ଏକାଦଶସ୍ଥ ଚନ୍ଦ୍ର ପ୍ରଭାବରେ ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇ ନେବେ। କର୍ମକ୍ଷେତ୍ରରେ କର୍ମଚାରୀଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ଉପୁଜି ପାରେ। ଶିଳ୍ପ, ବାଣିଜ୍ୟ, ପରିବହନ ଓ ବ୍ୟବସାୟରେ ମଧ୍ୟ ଶିଥିଳତା ଦେଖାଦେବ। ଆବଶ୍ୟକତା ଅନୁଭଭ କରି ନୂତନ ଗୃହୋପକରଣ କ୍ରୟ…

ଭୁବନେଶ୍ୱରରେ ପହଞ୍ଚିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏକ ସ୍ୱତନ୍ତ୍ର ବିମାନରେ ଆସି ରାତିରେ  ଭୁବନେଶ୍ବରରେ ପହଞ୍ଚିଛନ୍ତି। ୨ ଦିନିଆ ଓଡିଶା ଗସ୍ତରେ ଆସିଥିବା ଅମିତ ଶାହା ଏହି ଅବସରରେ ଆୟୋଜିତ ଏକ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବେ ।  ରାତି ପାଖାପାଖି ୧୧ଟା ୫୦ରେ ବିମାନ ବନ୍ଦରରେ ପହଞ୍ଚିଥିଲେ ଶାହା । ବିମାନ…

ରାହୁଲ ଗାନ୍ଧୀଙ୍କ ଦୁଇ ବର୍ଷ ଜେଲଦଣ୍ଡ ଉପରେ ସୁପ୍ରିମକୋର୍ଟଙ୍କ ରୋକ ପରେ କଂଗ୍ରେସ ଶିବିରରେ ସେଲିବ୍ରେସନ

ନୂଆଦିଲ୍ଲୀ : ରାହୁଲ ଗାନ୍ଧୀଙ୍କ ଦୁଇ ବର୍ଷ ଜେଲଦଣ୍ଡ ଉପରେ ସର୍ବୋଚ୍ଚ କୋର୍ଟଙ୍କ ରୋକ ପରେ କଂଗ୍ରେସ ଶିବିରରେ ସେଲିବ୍ରେସନ ଚାଲିଛି । କୋର୍ଟଙ୍କ ରାୟ ପରେ ପ୍ରଥମ ଟୁଇଟ କରି ରାହୁଲ କହିଛନ୍ତି, ଯାହାବି ଘଟୁ, ମୋ କର୍ତ୍ତବ୍ୟ ସମାନ ରହିବ । ଭାରତର ଆଦର୍ଶର ସୁରକ୍ଷା କରିବି ବୋଲି …

ସୁବ୍ରତ ବାଗଚୀଙ୍କୁ ମିଳିଲା ନୂଆ ଦାୟିତ୍ବ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁବ୍ରତ ବାଗଚୀଙ୍କୁ ନୂଆ ଦାୟିତ୍ବ ପ୍ରଦାନ କରିଛନ୍ତି । ରାଜ୍ୟର ସମସ୍ତ ପ୍ରଶାସନିକ ସେବା ପ୍ରଶିକ୍ଷଣ ସଂସ୍ଥାନର ଆନୁଷ୍ଠାନିକ ଦକ୍ଷତା ବିକାଶ ପାଇଁ ମୁଖ୍ୟ ପରାମର୍ଶଦାତା ଭାବରେ ନିଯୁକ୍ତ କରିଛନ୍ତି। ଏଥି ସହିତ ରାଜ୍ୟ ସରକାର ଶ୍ରୀ ବାଗ୍‌ଚୀଙ୍କୁ କ୍ୟାବିନେଟ…

ମନମୋହନ ସାମଲଙ୍କ ନୂଆ ଟିମ ଘୋଷଣା

ଭୁବନେଶ୍ୱର: ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ତାଙ୍କର ନୂଆ ଟିମ ଘୋଷଣା କରିଛନ୍ତି | ଆଜି ବିଜେପି ରାଜ୍ୟ ପଦାଧିକାରୀ ଓ ମୋର୍ଚ୍ଚା ସଭାପତିଙ୍କ ନାମ ଘୋଷଣା କରାଯାଇଛି | ବିଜେପି ରାଜ୍ୟ ସଭାପତି ୩୫ ଜଣିଆ ତାଲିକା ଜାରି କରିଥିବାବେଳେ ଏଥିରେ ୧୦ ଜଣ ଉପସଭାପତି ଓ ୫ ଜଣ ସାଧାରଣ ସମ୍ପାଦକ…

ବଡ଼ ଧରଣର ସୌରଝଡ଼ ସୃଷ୍ଟି

ନୂଆଦିଲ୍ଲୀ: ଆଜି ପୃଥିବୀରେ ସୃଷ୍ଟି ହେବ ବଡ଼ ଧରଣର ସୌରଝଡ଼ । ପ୍ରଥମ ଥର ଲାଗି ପୃଥିବୀ, ଚନ୍ଦ୍ର ଓ ମଙ୍ଗଳ ଗ୍ରହରେ ଏହି ଝଡ଼ର ପ୍ରଭାବ ପଡ଼ିବ । ଚଳିତ ସପ୍ତାହର ପ୍ରଥମ ଭାଗରେ କରୋନାଲ ମାସ ଇଜେକସନ ବା ସିଏମଇ ସୃଷ୍ଟି ହୋଇଥିବାବେଳେ ଆଜି ଓ ଆସନ୍ତାକାଲି ସୌରଝଡ଼ ନେଇ ସତର୍କ କରାଇଛି…

ସୀମାଙ୍କୁ ବଲିଉଡ୍ ରୁ ଆସିଛି ଅଫର୍

ନୂଆଦିଲ୍ଲୀ: ସିନେମାରେ ଅଭିନୟ ପାଇଁ ଏବେ ଅଫର ଆସିଛି ସୀମାଙ୍କୁ । ପ୍ରେମ, ବିବାହ ଏବଂ ଗୁପ୍ତଚର ବିବାଦରେ ଥିବା ସୀମା ହୈଦର ଆଗାମୀ ଚଳଚ୍ଚିତ୍ର ‘ଏ ଟେଲର୍ ମର୍ଡର ଷ୍ଟୋରୀ’ ପାଇଁ ତାଙ୍କ ଅଡ଼ିସନ୍ ନିଆଯାଇଛି। ଜାନି ଫାୟାରଫକ୍ସ ପ୍ରଡକ୍ସନ୍ ହାଉସ୍ ଦିଲ୍ଲୀ ଗ୍ରେଟର ନୋଏଡାରେ ସୀମା ହୈଦରଙ୍କୁ…

ଓଡ଼ିଆ ସାମ୍ବାଦିକ ଦିବସ

ଓଡ଼ିଆ ସାମ୍ବାଦିକ ଦିବସ  ଭାବେ ଆଜିର ଦିନକୁ ଓଡ଼ିଶାବାସୀ ପାଳନ କରୁଛନ୍ତି । ରାଜ୍ୟରେ ଉତ୍କଳ ଦୀପିକା, ଓଡ଼ିଶାର ପ୍ରଥମ ଓଡ଼ିଆ ସମ୍ବାଦପତ୍ର ଭାବେ ଆଜିର ଦିନରେ ପ୍ରକାଶ ପାଇଥିଲା ।  ୪ ଅଗଷ୍ଟ ୧୮୬୬ ତାରିଖରେ ପ୍ରଥମ କରି ପ୍ରକାଶିତ ହୋଇଥିଲା ।  ଗୌରୀଶଙ୍କର ରାୟ ଏହାର ପ୍ରତିଷ୍ଠାତା ତଥା…

ଅପରାହ୍ନରେ ହୀରାକୁଦର ଅଧିକ ଗେଟ୍ ଖୋଲିବା ସମ୍ଭାବନା

ଭୁବନେଶ୍ୱର: ଲଗାଣ ବର୍ଷା କେବଳ ଉତ୍ତରଭାରତର ମୁଣ୍ଡବ୍ୟଥା ବଢ଼ାଇନି ଓଡ଼ିଶାରେ ବି ସମସ୍ୟା ଆଣିଛି । ବର୍ଷା ପାଇଁ ଲୋକେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି । ସେପଟେ ମୁଣ୍ଡଳୀରେ ୭ ଲକ୍ଷ କ୍ୟୁସେକ ତଳେ ମହାନଦୀ ବନ୍ୟାଜଳ ପ୍ରବାହିତ ହେଉଛି । ବନ୍ୟାସ୍ଥିତି ନେଇ ଜଳସମ୍ପଦ ବିଭାଗ ସର୍ବୋଚ୍ଚ…

ୟୁଜି ଓ ପିଜି ନାମଲେଖା ତାରିଖରେ ପରିବର୍ତ୍ତନ

ଭୁବନେଶ୍ୱର: ଘୁଞ୍ଚିଲା ୟୁଜି ଓ ପିଜି ନାମଲେଖା ତାରିଖ। ରାଜ୍ୟରେ ବର୍ଷାଜନିତ ଖରାପ ପାଣିପାଗ ଯୋଗୁଁ ଦେଖାଦେଇଥ‌ୀବା ପରିସ୍ଥିତିକୁ ଦୃଷ୍ଟିରେ ରଖି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନାମଲେଖା ତାରିଖରେ ପରିବର୍ତ୍ତନ କରାଯାଇଛି।ୟୁଜି ନାମଲେଖା ଓ ଆବେଦନକାରୀଙ୍କ ଦ୍ବିତୀୟ ପର୍ଯ୍ୟାୟ ଚୟନ ଏବଂ ପିଜି…