ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଲେଖାକୁ ନେଇ ଚର୍ଚା

ଭୁବନେଶ୍ବର: ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ସଂପାଦକୀୟ ଲେଖାକୁ ନେଇ ରାଜନୀତି ଜୋର ଧରିଛି । ତାଙ୍କ ଲେଖା ମାଧ୍ୟମରେ ସେ ବିଜେଡି, ମୁଖ୍ୟମନ୍ତ୍ରୀ, ଏବଂ ମୁଖ୍ୟମନ୍ତ୍ରୀଙ୍କ ସଚିବଙ୍କୁ ନେଇ ଟାର୍ଗେଟ କରିଛନ୍ତି । ଦଳ ଏବେ ସଚିବଙ୍କ ଉପରେ ନିର୍ଭରଶୀଳ ଥିବା ତାଙ୍କ ଲେଖାରେ ଦର୍ଶାଇଛନ୍ତି…

ବିହାରରେ ସାମ୍ବାଦିକଙ୍କୁ ଗୁଳି କରି ହତ୍ୟା

ପାଟନା: ପୁଣି ବିହାରରେ ଜଂଗଲରାଜ ଆରମ୍ଭ ହୋଇଛି । ଅପରାଧିମାନେ ପୁଣି ସାମ୍ବାଦିକଙ୍କୁ ଆକ୍ରମଣ କରି ହତ୍ୟା କରିଛନ୍ତି । ବିହାର ଅରରିଆରେ ସାମ୍ବାଦିକଙ୍କୁ ଗୁଳି କରି ହତ୍ୟା । ଏକ ଖବରକାଗଜ ସାମ୍ବାଦିକ ବିମଳ କୁମାର ଯାଦବଙ୍କୁ ୪ ଜଣ ଦୁର୍ବୃତ୍ତ ଗୁଳି କରି ହତ୍ୟା କରିଛନ୍ତି । ବିମଳ ନିଜ ଘରେ…

ବିକ୍ରମ ଲ୍ୟାଣ୍ଡର ପଠାଇଲା ଫଟୋ

ବିକ୍ରମ ଲ୍ୟାଣ୍ଡର ପଠାଇଲା ଫଟୋ । ଚନ୍ଦ୍ରର ନିକଟତର ହୋଇଛି ବିକ୍ରମ ଲ୍ୟାଣ୍ଡର । ୨୩ ତାରିଖ ସନ୍ଧ୍ୟା ୫ଟା ୪୭ରେ ଲ୍ୟାଣ୍ଡର ବିକ୍ରମ ସଫ୍ଟ ଲ୍ୟାଣ୍ଡିଂ କରିବ । ସେଥିରୁ ପ୍ରଜ୍ଞାନ ବାହାରକୁ ଆସି ଚନ୍ଦ୍ର ପୃଷ୍ଟରୁ ପଠାଇବ ଆବଶ୍ୟକୀୟ ସୂଚନା । ଚନ୍ଦ୍ରପୃଷ୍ଠରେ ବୁଲି କରିବ ଗବେଷଣା ।…

ସିମ୍ କାର୍ଡ ଡିଲରଙ୍କ ଲାଗି ପୋଲିସ ଯାଞ୍ଚ ବାଧ୍ୟତାମୂଳକ

ନୂଆଦିଲ୍ଲୀ: ସିମ୍ କାର୍ଡ ଡିଲରଙ୍କ ଲାଗି ପୋଲିସ ଯାଞ୍ଚ ଓ ବାୟୋମେଟ୍ରିକ ଭେରିଫିକେସନ ବାଧ୍ୟତାମୂଳକ ହେବା ନେଇ ସୂଚନା ଦେଇଛନ୍ତି କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ମନ୍ତ୍ରୀ କହିଛନ୍ତି- ପଏଣ୍ଟ-ଅଫ-ସେଲ ଡିଲରଙ୍କ ଲାଗି ପଞ୍ଜିକରଣ ହୋଇଛି ବାଧ୍ୟତାମୂଳକ ।…

ଆଜିଠୁ ଭାରତ-ଆୟର୍ଲାଣ୍ଡ୍‌ ଶୃଙ୍ଖଳା: ଆୟର୍ଲାଣ୍ଡ୍‌ ବିପକ୍ଷରେ ୩ ଟି ଟ୍ବେଣ୍ଟି-୨୦ ଶୃଙ୍ଖଳା ଖେଳିବ

ଡବ୍‌ଲିନ୍‌: ଯଶପ୍ରୀତ ବୁମରାଙ୍କ ନେତୃତ୍ବରେ ଭାରତୀୟ ଦଳ ଆୟର୍ଲାଣ୍ଡ୍‌ ବିପକ୍ଷରେ ୩ ମ୍ୟାଚ୍‌ ଟ୍ବେଣ୍ଟି-୨୦ ଶୃଙ୍ଖଳା ଖେଳିବ।  ଋତୁରାଜ ଗାଏକ୍ବାଡ୍‌, ରିଙ୍କୁ ସିଂହ, ଜିତେଶ ଶର୍ମାଙ୍କ ଉପରେ ସମସ୍ତଙ୍କ ନଜର ରହିଛି।  ୨୯ ବର୍ଷୀୟ ବୁମରା ନିଜ ପିଠିର ନିମ୍ନଭାଗରେ ଅସ୍ତ୍ରୋପଚାର କରାଇବା ପରେ…

ଆଜି ୭ ଜିଲ୍ଲାରେ ପ୍ରବଳ ବର୍ଷା

ଭୁବନେଶ୍ବର:  ଘୂର୍ଣ୍ଣିବଳୟ ପ୍ରଭାବରେ ବଙ୍ଗୋପସାଗରରେ  ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ପ୍ରଭାବରେ ରାଜ୍ୟରେ ଦିନତମାମ୍‌ ବର୍ଷା ଜାରି ରହିବ ।   ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ମୁତାବକ, ରାଜ୍ୟର ବିଭିନ୍ନ ସ୍ଥାନ ଯଥା, ମାଲକାନଗିରି, କୋରାପୁଟ, ନବରଙ୍ଗପୁର,…

ପଦୁଗୁଡ଼ାର ବାସ୍ତବ ସମସ୍ୟା ବଖାଣିଲେ କୁନି ଛାତ୍ରୀ ସୋନାଲି

କୋରାପୁଟ: ସ୍ବାଧୀନତା ପରେ ମଧ୍ୟ ଅନେକ ଗାଁର ଚିତ୍ର ବଦଳିନି । ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ କ୍ଷେତ୍ରରେ ବହୁ ପଛରେ ଗାଁ । ଏହି କଥା ମନ୍ତ୍ରୀଙ୍କୁ ଭିନ୍ନ ମାଧ୍ୟମରେ ଜଣାଇଛନ୍ତି କୁନି ଛାତ୍ରୀ । ଦଶମନ୍ତପୁର ବ୍ଲକ୍ ପଦଗୁଡା ଗାଁରେ ସମସ୍ୟା ଖୁନ୍ଦିହୋଇ ରହିଛି। ଗାଁରେ ୬୬ରୁ ଅଧିକ…

ଆଜିର ରାଶିଫଳ

ମେଷ: ଜୀବନସାଥୀ ସହ ଧର୍ମାନୁଷ୍ଠାନକୁ ଯିବାର ଯୋଜନା କରିବେ। ବେପାର ନେଇ ମନରେ ନୂଆ ବିଚାର ଆସିବ। କଲେଜ ଜୀବନର ବନ୍ଧୁ ସହ ସାକ୍ଷାତ ହେବ। ବୃଷ: ଭାଗ୍ୟର ପୂରା ସହଯୋଗ ପାଇବେ। ଅଫିସରେ ଆପଣଙ୍କ କାମ ଦେଖି କର୍ତ୍ତୃପକ୍ଷ ପ୍ରଶଂସା କରିବେ। ପାର୍ଟ ଟାଇମ୍ କାମ ଖୋଜୁଥିଲେ ଭଲ ସୁଯୋଗ…

ମାହାଙ୍ଗାରେ ନାବାଳିକା ମୃତ୍ୟୁକୁ ନେଇ ତନାଘନା

କଟକ: ଜଣେ ଦଶମ ଶ୍ରେଣୀରେ ପଢ଼ୁଥିବା ନାବାଳିକାଙ୍କ ସନ୍ଦେହଜନକ ମୃତ୍ୟୁ ପରେ ଘଟଣାକୁ ଚାପିବାର ଉଦ୍ୟମ କରିବା ଓ ଏଥିପାଇଁ ଟଙ୍କା ଆଦାୟ କରିବାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି । ମାହାଙ୍ଗା ନାବାଳିକାର ସନ୍ଦେହଜନକ ମୃତ୍ୟୁ ଘଟଣାରେ ନିଜ ଆଡ଼ୁ ମାମଲା ରୁଜୁ କରିଛନ୍ତି ରାଜ୍ୟ ମହିଳା…

ଶରତଙ୍କୁ ସସ୍‌ପେଣ୍ଡ କଲା ବିଜେଡି: ନାବାଳିକାଙ୍କ ମୃତ୍ୟୁର କାରଣ ଖୋଜୁଛି ପୋଲିସ

ମାହାଙ୍ଗା :ନାବାଳିକା ମୃତ୍ୟୁ ଘଟଣାରେ ବିଜେଡି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଦଳ ପକ୍ଷରୁ ଶରତ ନାୟକଙ୍କୁ ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟ ପଦରୁ ନିଲମ୍ବନ କରାଯାଇଛି। ଶରତ ପୂର୍ବରୁ ମାହାଙ୍ଗା ପଞ୍ଚାୟତ ସମିତି ଅଧ୍ୟକ୍ଷ ଥିଲେ । ମାହାଙ୍ଗା ନାବାଳିକା ମୃତ୍ୟୁ ଘଟଣା ନେଇ ଶରତଙ୍କର ଏକ…