ଆଜିର ରାଶିଫଳ

ମେଷ: ଆପଣ ସଂପୂର୍ଣ୍ଣ ସୁସ୍ଥ ରହିବେ। ରାଜନୀତିଜ୍ଞ ସମାରୋହ ପାଇଁ ଯୋଜନା ପ୍ରସ୍ତୁତ କରିବେ। ପାରିବାରିକ ଜୀବନ ସୁଖମୟ ହେବ। ଶିକ୍ଷକ ଛାତ୍ରଛାତ୍ରୀଙ୍କର ସନ୍ଦେହ ଦୂର କରିବେ। ‌ ବୃଷ: ଅଫିସରେ କୌଣସି କଥାକୁ ନେଇ ମନ ଖରାପ ହୋଇପାରେ। ସୋସିଆଲ ମିଡିଆରେ ବନ୍ଧୁ ସଂଖ୍ୟା ବଢ଼ିବେ। ଆଇନ…

ଫେବୃଆରୀ ୩ ରୁ ୫ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ

ଭୁବନେଶ୍ବର : ଆସନ୍ତା ଫେବୃୟାରୀ ୩ ରୁ ୫ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ରାଜ୍ୟରେ ପ୍ରଥମ ଥର ପାଇଁ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଆୟୋଜନ କରାଯିବ। ଏହି ସମ୍ମିଳନୀ ଆୟୋଜନ କରାଯିବା ନିମନ୍ତେ ଗତ ଡିସେମ୍ବର ୧୯ ତାରିଖରେ ଅନୁଷ୍ଠିତ ଐତିହ୍ୟ କ୍ୟାବିନେଟରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଏହି…

ଆନ୍ଦୋଳନରୁ ଓହରିଲେ ଟ୍ରକ ଡ୍ରାଇଭର ସଂଘ

ଆନ୍ଦୋଳନରୁ ଓହରିଛନ୍ତି ଟ୍ରକ ଡ୍ରାଇଭର ସଂଘ। ହିଟ୍‌ ଆଣ୍ଡ ରନ୍‌ ଆଇନ ବିରୋଧରେ ଆନ୍ଦୋଳନ ଜାରି ରଖିଥିବା ଟ୍ରକ୍‌ ଡ୍ରାଇଭରଙ୍କ ସହ କେନ୍ଦ୍ର ସରକାର ଆଲାଚନା କରିଛନ୍ତି। ଆଲୋଚନା ପରେ ଅଲ ଇଣ୍ଡିଆ ମୋଟର ଟ୍ରାନ୍ସପୋର୍ଟ ଆସୋସିଏଶନ(AIMTC) ଏନେଇ ଘୋଷଣା କରିଛି। ସୂଚନାଯୋଗ୍ୟ, ହିଟ୍‌ ଆଣ୍ଡ ରନ୍‌…

ଜାପାନରେ ଅବତରଣ କରିବା ସମୟରେ ବିମାନରେ ନିଆଁ

ଟୋକିଓ: ଜାପାନରେ ଅବତରଣ କରିବା ସମୟରେ ଏକ ବିମାନରେ ନିଆଁ ଲାଗିଯାଇଛି। ଟୋକିଓ ବିମାନବନ୍ଦରରେ ଏହି ଘଟଣା ଘଟିଛି ।  ଅବତରଣ କରିବା ପରେ ବିମାନଟି ଅନ୍ୟ ବିମାନ ସହିତ ଧକ୍କା ହେବାରୁ ଏହି ଅଗ୍ନିକାଣ୍ଡ ଘଟିଥିବାର ସନ୍ଦେହ କରାଯାଉଛି। ଏଥିରେ ଅନ୍ୟ ବିମାନର କ୍ରୁ ସଦସ୍ୟଙ୍କର ମୃତ୍ୟୁ ଘଟିଛି ।…

କମିବ ଶୀତ

କମିବ ଶୀତ। ବଢିବ କୁହୁଡି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ରାତ୍ରି ତାପମାତ୍ରାରେ ବୃଦ୍ଧି  ଘଟିଥିବା ବେଳେ ଆଜି ରାଜ୍ୟର ଅଧିକାଂଶ ସ୍ଥାନରେ ରାତ୍ରି ତାପମାତ୍ରାରେ ଆହୁରି ୨ଡ଼ିଗ୍ରୀରୁ ୩ ଡିଗ୍ରୀ ଯାଏଁ ବୃଦ୍ଧି ହେବାର ସମ୍ଭାବନା ରହିଛି । ତେବେ ପରବର୍ତ୍ତୀ ସମୟରେ…

ଚୋପାଛଡା ରଶୁଣ ବ୍ୟବହାର କରୁଛନ୍ତି କି? 

ଅନେକ ଚୋପା ଲାଗିଥିବା ରସୁଣ କିଣନ୍ତି ଏବଂ ପରେ ଏହାକୁ ଚୋପା ଛଡାଇ ଫ୍ରିଜରେ ରଖନ୍ତି। କିନ୍ତୁ, ଆପଣ କେବେ ଚିନ୍ତା କରିଛନ୍ତି କି ଏହି ପଦ୍ଧତି ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ କି ନୁହେଁ? ତେଣୁ, ଆସନ୍ତୁ ଜାଣିବା ଚୋପା ଛଡାଯାଇଥିବା ରସୁଣ ରଖିବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ନା ଭଲ ।…

ଗୋଟେ କ୍ଲିକରେ ପେମେଣ୍ଟ! 

ବାରମ୍ବାର ଏହି ଅସୁବିଧାରୁ ମୁକ୍ତି ପାଇବା ପାଇଁ, ଆପଣ ହୋମସ୍କ୍ରିନରେ ଏହି ଆପ୍ସର QR ସ୍କାନର ସର୍ଟକଟ୍ ରଖିବାକୁ ପଡିବ । ଏଥିପାଇଁ ଆପଣଙ୍କୁ କୌଣସି UPI ଆପ୍ ଦୀର୍ଘ ସମୟ ଦବାଇବାକୁ ପଡିବ । ଏହା ପରେ, ଆପଣ ଅନେକ ବିକଳ୍ପ ଦେଖିବା ଆରମ୍ଭ କରିବେ, ସେଥିମଧ୍ୟରୁ ଗୋଟିଏ ହେଉଛି ‘ଯେକୌଣସି QR…

LICକୁ ୮୦୬ କୋଟି ଟଙ୍କାର ଜିଏସ୍ଟି ନୋଟିସ୍

ଏଲଆଇସିକୁ ୨୦୧୭-୧୮ ଆର୍ଥିକ ବର୍ଷ ପାଇଁ ଜିଏସ୍ଟିର ସ୍ୱଳ୍ପ ଦେୟ ଅଭିଯୋଗରେ ଟିକସ କର୍ତ୍ତୃପକ୍ଷଙ୍କ ଦ୍ୱାରା ପ୍ରାୟ ୮୦୬ କୋଟି ଟଙ୍କା ଦାବିର ନୋଟିସ୍ ପଠାଯାଇଛି ।ସୋମବାର ଦିନ ସେୟାର ବଜାରରେ ଦିଆଯାଇଥିବା ସୂଚନାରେ ଏଲଆଇସି କହିଛି ଯେ, ମହାରାଷ୍ଟ୍ର ରାଜ୍ୟ ପାଇଁ ସୁଧ ଏବଂ ଦଣ୍ଡ ସହିତ…

ଚର୍ଚ୍ଚାରେ କିଙ୍ଗ ଖାଁ ଙ୍କ ସାନ ପୁଅ

ଗତ କିଛି ବର୍ଷ ବ୍ୟବଧାନରେ ଶାହରୁଖ ପରଦାକୁ ଫେରିବା ପରେ ତାଙ୍କୁ ଦର୍ଶକଙ୍କ ଭଲପାଇବା ମିଳିଥିଲା।ଧୀରୁଭାଇ ଅମ୍ବାନୀ ଆନ୍ତର୍ଜାତୀୟ ବିଦ୍ୟାଳୟରେ ଏଲକେଜିଠାରୁ ଆରମ୍ଭ କରି ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ମାସକୁ ୧.୭୦ଲକ୍ଷ ଟଙ୍କା ଦେବାକୁ ପଡେ। ସେହିଭଳି ଅଷ୍ଟମ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ…

ଭାରତୀୟ ‌ଦ୍ରୁତ ବୋଲିଂ ଚିନ୍ତାଜନକ

ବୁଧବାରଠାରୁ ଭାରତ-ଦକ୍ଷିଣ ଆଫ୍ରିକା ଦ୍ବିତୀୟ ଟେଷ୍ଟ୍ ଖେଳାଯିବାକୁ ଥିବାବେଳେ ଦଳ ଚୟନକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ରବୀନ୍ଦ୍ର ଜାଡ଼େଜା ଓ ଶାର୍ଦୁଳ ଠାକୁର ଫିଟ୍‌ ହୋଇଯାଇଥିବାରୁ ଏବେ କିଏ ଖେଳିବେ ଓ କିଏ ବସିବେ ବିଚାର ବିମର୍ଶ ଚାଲିଛି। ରବୀନ୍ଦ୍ର ଜାଡ଼େଜା ଉପଲବ୍‌ଧ ହୋଇଥିବାରୁ…