ରେଳବାଇ ଦ୍ୱାରା ଦିଆଯାଇଥିବା ଖାଦ୍ୟ ଖାଇବା ପରେ ପ୍ରାୟ ୮୦ ଜଣ ଲୋକ ଫୁଡ ପଏଜନିଙ୍ଗ୍ର ଶିକାର ହୋଇଥିଲେ । ଏହା ପରେ ସେହି ଟ୍ରେନ୍ର ସମସ୍ତ ଯାତ୍ରୀଙ୍କୁ ପୁଣେର ସୁସୁନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।ବିଳମ୍ବିତ ରାତିରେ ଟ୍ରେନ୍ ପୁଣେ ରେଳ ଷ୍ଟେସନରେ ପହଞ୍ଚିବା ପରେ ସମସ୍ତ ଅସୁସ୍ଥ ଯାତ୍ରୀଙ୍କୁ ରେଳ ଷ୍ଟେସନରେ ପ୍ରଥମେ ଚିକିତ୍ସା କରାଯାଇଥିଲା । ଏହା ପରେ ସେମାନଙ୍କୁ ପୁଣେର ସୁସୁନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ଏପରି ସୂଚନା ରହିଛି ଯେ ସମସ୍ତ ଯାତ୍ରୀଙ୍କ ଅବସ୍ଥା ଠିକ୍ ଥିବା କୁହାଯାଉଛି ।
Trending
- ମଝି ଆକାଶରେ ଯାତ୍ରୀ ଅସୁସ୍ଥ ଅନୁଭବ କରିବାକୁ ଏୟାର ଇଣ୍ଡିଆ ବିମାନର ଜରୁରୀକାଳନୀ ଅବତରଣ
- ଅତିରିକ୍ତ ଏସପି ସ୍ତରରେ ବଡ ଧରଣର ଅଦଳବଦଳ
- ଆସନ୍ତା ୧୧ ତାରିଖରେ ଧନ ଧାନ୍ୟ କୃଷି ଯୋଜନାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ
- ମୁଖ୍ୟମନ୍ତ୍ରୀ ଲୋକଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଉଛନ୍ତି : ଭକ୍ତ
- ଦୋଷୀଙ୍କୁ କଠୋର ଦଣ୍ଡ ମିଳିବ : ମୁଖ୍ୟମନ୍ତ୍ରୀ
- ନଭି ମୁମ୍ବାଇ ଏୟାରପୋର୍ଟ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ
- ଭାରତୀୟ ବାୟୁସେନା ଦିବସରେ ଶକ୍ତି ଦେଖାଇଲା ବାୟୁ ସେନା
- ଆଜି ରାଜ୍ୟବ୍ୟାପୀ ଓକିଲଙ୍କ କଲମଛାଡ଼ ଆନ୍ଦୋଳନ
- କଟକରେ ସ୍ଵାଭାବିକ ହୋଇଛି ଇଣ୍ଟରନେଟ ସେବା
- ବିଳାସପୁରରେ ଭୂସ୍ଖଳନ ଯୋଗୁଁ ୧୮ ମୃତ , ସହାୟତା ଘୋଷଣା କଲେ ପ୍ରଧାନମନ୍ତ୍ରୀ
Prev Post
Next Post