ଚଳିତ ବର୍ଷ ନଭେମ୍ବର ସୁଦ୍ଧା ଏୟାର ଇଣ୍ଡିଆ ଷ୍ଟାଫଙ୍କୁ ନ୍ୟୁ ୟୁନିଫର୍ମ ମିଳିବ। ଅଗଷ୍ଟରେ ଏୟାର ଇଣ୍ଡିଆ ଏହାକୁ ନେଇ ଘୋଷଣା କରିଥିଲା । ବର୍ତ୍ତମାନ ବିମାନ କର୍ମଚାରୀମାନେ ଶାଢିରେ ନଜର ଆସିବେ ନାହିଁ କିନ୍ତୁ ସେମାନଙ୍କ ପାଇଁ ଏକ ନୂଆ ଲୁକ ମଧ୍ୟ ପ୍ରସ୍ତୁତ କରାଯାଇଛି । ମହିଳାମାନଙ୍କ ପାଇଁ ଚୁଡିଦାର ଡିଜାଇନ ୟୁନିଫର୍ମ ଚୟନ କରାଯାଇଛି, ତେବେ ପୁରୁଷମାନେ ବର୍ତ୍ତମାନ ସୁଟ ରେ ନଜର ଆସିିବେ।
ହିନ୍ଦୁସ୍ତାନ ଟାଇମ୍ସର ରିପୋର୍ଟ ଅନୁଯାୟୀ, ଗତ ୬ଦଶନ୍ଧି ପରେ ଏୟାର ଇଣ୍ଡିଆ ୟୁନିଫର୍ମ ବଦଳାଇବାକୁ ଯାଉଛି। ଏହାପୂର୍ବରୁ ୧୯୬୨ରେ ମହିଳା ୟୁନିଫର୍ମରେ ସ୍କର୍ଟ, ଜ୍ୟାକେଟ ଏବଂ କ୍ୟାପ ଅନ୍ତର୍ଭୁକ୍ତ ଥିଲା, କିନ୍ତୁ ଏହା ପରେ, ଜେଆରଡି ଟାଟାଙ୍କ ନିର୍ଦ୍ଦେଶ ଅନୁଯାୟୀ ସ୍ପୋର୍ଟ ଶାଢୀକୁ ୟୁନିଫର୍ମ ଭାବରେ ଅନ୍ତର୍ଭୁକ୍ତ କରାଯାଇଥିଲା । ପ୍ରଥମ ଶାଢୀ ବିନ୍ନି ମିଲ୍ସରୁ ନିଆଯାଇଥିଲା। ଯଦି ଆମେ ନୂଆ ଲୁକ ବିଷୟରେ କହିବା, ତେବେ କ୍ରୁଙ୍କ ନୂଆ ଲୁକର ଦାୟିତ୍ୱ ପ୍ରସିଦ୍ଧ ଡିଜାଇନର୍ ମନୀଷ ମାଲହୋତ୍ରାଙ୍କୁ ଦିଆଯାଇଛି,
Trending
- ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ମା ଓ ଦୁଇ ଝିଅ
- ନଗଣନା ପାଇଁ ବିଳମ୍ବ ହେବ ପଞ୍ଚାୟତ ଓ ପୌର ନିର୍ବାଚନ – ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ ଦାସ
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
- ଏଣିକି ରାଜ୍ୟରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ
- ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
- ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ
- ମହାପ୍ରଭୁଙ୍କ ଦୁର୍ଲଭ ଆଡ଼ପ ଦର୍ଶନ କରୁଛନ୍ତି ଭକ୍ତ, ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁଁ ମହିଳା ଶ୍ରଦ୍ଧାଳୁ ଅସୁସ୍ଥ
- ରାଜ୍ୟରେ କୌଣସି ନଦୀରେ ନାହିଁ ବନ୍ୟା ସ୍ଥିତି,ମୁଣ୍ଡଳୀରେ ଅଢେଇ ଲକ୍ଷ କ୍ୟୁସେକ୍ ପାଣି ଆସିବ , ଯାହା ବିପଦ ନୁହେଁ – ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ
Prev Post
Next Post