୧୦୦ତମ ‘ମନ୍‌ କୀ ବାତ୍‌’ ପ୍ରସାରଣ

‘ମନ୍‌ କୀ ବାତ୍‌’ ପ୍ରସାରଣ ଶୁଣନ୍ତୁ। ବାସ୍ତରେ ଏହା ଗୋଟାଏ ବିଶେଷ ଯାତ୍ରା, ଯେଉଁଥିରେ ଆମେ ଭାରତବାସୀଙ୍କର ସମ୍ମିଳିତ ଭାବନାକୁ ସ୍ବୀକୃତି ଦେବା ସହିତ ପ୍ରେରଣାଦୟୀ ଜୀବନଯାତ୍ରା ଉପରେ ଗୁରୁତ୍ବାରୋପ କରିଛନ୍ତି। ମାସିକ ବେତାର କାର୍ଯ୍ୟକ୍ରମ ‘ମନ୍‌ କୀ ବାତ୍‌’  ପ୍ରକୃତରେ ଗୋଟାଏ ବିଶେଷ ଯାତ୍ରା ବୋଲି  ୧୦୦ତମ ସଂସ୍କରଣରେ ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମ‌ୋଦୀ କହିଛନ୍ତି।

YouTube player