ସମସ୍ତ ନେତା ପର୍ବପର୍ବାଣୀ ଘରେ ପାଳନ କରୁଥିବା ବେଳେ ପ୍ରଧାନମନ୍ତ୍ରୀ ଦୀପାବଳି ସେଲିବ୍ରେସନ ପାଇଁ ଭାରତୀୟ ଯବାନଙ୍କ ସହ ସାମିଲ ହୋଇଥାନ୍ତି । ଚଳିତବର୍ଷ ମଧ୍ୟ ସେ ଭାରତୀୟ ଯବାନମାନଙ୍କ ସହ ଆଲୋକର ଏହି ପର୍ବକୁ ପାଳନ କରିବାକୁ ଯାଉଛନ୍ତି । ତେବେ ଚଳିତବର୍ଷ ଦିୱାଲୀ ପାଳନ କରିବା ପାଇଁ ଜାମ୍ମୁର ଅଖନୁର ସେକ୍ଟରକୁ ଗସ୍ତ କରିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।ପ୍ରତ୍ୟେକ ବର୍ଷ ପି.ଏମ ମୋଦୀ ଦୀପାବଳି ଉତ୍ସବ ପାଳନ କରିବା ପାଇଁ ଭାରତୀୟ ସେନା ସହ ସାମିଲ ହୋଇଥାନ୍ତି । ସେମାନଙ୍କ ସହ ମିଶି ଦୀପାବଳି ପାଳନ କରିବା ସହ ଯବାନଙ୍କ ପାଇଁ ଉପହାର ଦେଇଥାନ୍ତି ପ୍ରଧାନମନ୍ତ୍ରୀ । ତେଣୁ ଚଳିତବର୍ଷ ମଧ୍ୟ ଭାରତୀୟ ସେନାକୁ ଦୀପାବଳିର ଶୁଭେଚ୍ଛା ଜଣାଇବା ପାଇଁ ମୋଦୀ ସେମାନଙ୍କ ପାଖରେ ପହଞ୍ଚିବେ । ତେବେ ଏଥର ଜମ୍ମୁର ଅଖନୁର ସେକ୍ଟରରେ ଯବାନମାନଙ୍କ ସହ ଦୀପାବଳି ପାଳନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।
Trending
- ଧର୍ମଶାଳା ପରେ ବଡ଼ଚଣାରେ ବିଜେଡିକୁ ଝଟ୍କା
- ଆମେ ଆମର ନୈତିକ ମୂଲ୍ୟବୋଧର ସ୍ତରକୁ ତଳକୁ ଖସିଯିବାକୁ ଦେବା ଉଚିତ ନୁହେଁ
- ମହିଳା ନିଯୁକ୍ତି ହାର ଦ୍ୱିଗୁଣିତ ହୋଇଛି
- ଖେଲୋ ଇଣ୍ଡିଆ ଜଳ କ୍ରୀଡ଼ା ମହୋତ୍ସବ
- ରାଜ୍ୟ ସରକାରଙ୍କ ପକ୍ଷରୁ ‘ଆମ ଶାସନ’ ବ୍ୟବସ୍ଥା ଆରମ୍ଭ
- ରାଜ୍ୟ କ୍ୟାବିନେଟ ବୈଠକରେ ୪ ଟି ପ୍ରସ୍ତାବକୁ ମିଳିଛି ଅନୁମୋଦନ
- ନବୀନ ନିବାସରେ ରାଜ୍ୟପାଳ ହରିବାବୁ କମ୍ଭମପତି
- ପୁଲିସ୍ ଏସ୍ଆଇଙ୍କୁ ମାଡ଼ିବସିଲା ଭିଜିଲାନ୍ସ
- ବାୟୁ ପ୍ରତିରକ୍ଷା ଯୁଦ୍ଧାସ୍ତ୍ର ପ୍ରଣାଳୀର ପ୍ରଥମ ସଫଳ ପରୀକ୍ଷଣ
- ପୂର୍ବାଞ୍ଚଳ ବେସାମରିକ ବିମାନ ଚଳାଚଳ ସମ୍ମିଳନୀ
Next Post