ନରେନ୍ଦ୍ର ମୋଦି କ୍ରମାଗତ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ

ନରେନ୍ଦ୍ର ମୋଦି କ୍ରମାଗତ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ମୋଦି ପୁଣିଥରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇ ଏକ ବିରଳ ରେକର୍ଡ ହାସଲ କରଛନ୍ତି। ୧୯୬୨ ପରଠାରୁ ପ୍ରଥମ ଥର ଜଣେ ନେତା କ୍ରମାଗତ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହୋଇଛନ୍ତି। ସେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହର ଲାଲ ନେହରୁଙ୍କ ସମକକ୍ଷ ହୋଇଛନ୍ତି। ନେହରୁଙ୍କ ଭଳି ମୋଦି ମଧ୍ୟ କ୍ରମାଗତ ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ହୋଇ ହେବାର ଗୌରବ ପାଇଛନ୍ତି।

ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଭାବେ ନେଲେ ଶପଥ

ରାଜନାଥ ସିଂହ ନେଲେ ଶପଥ

ଅମିତ ଶାହ ନେଲେ ଶପଥ

ନୀତିନ ଗଡ଼କରୀ ନେଲେ ଶପଥ

ଜଗତ ପ୍ରସାଦ ନଡ୍ଡା ନେଲେ ଶପଥ

ଶିବରାଜ ସିଂହ ଚୈାହାନ

ନିର୍ମଳା ସୀତାରମଣ

ଏସ ଜୟଶଙ୍କର ନେଲେ ଶପଥ

ମନୋହରଲାଲ ଖଟ୍ଟର ନେଲେ ଶପଥ

ଏଚ ଡି କୁମାରସ୍ବାମୀ ଶପଥ ନେଲେ

ପିୟୂଷ ଗୋଏଲ ଶପଥ ନେଲେ

ଧର୍ମେନ୍ଦ୍ର ପ୍ରଧାନ ଶପଥ ନେଲେ

ଜିତନ ରାମ ମାଝୀ ଶପଥ ନେଲେ

ରାଜୀବ ରଂଜନ ସିଂହ ଶପଥ ନେଲେ

ସର୍ବାନନ୍ଦ ସୋନଓ୍ବାଲ ନେଲେ ଶପଥ

ଡ. ବିରେନ୍ଦ୍ର କୁମାର ନେଲେ ଶପଥ

ରାମମୋହନ ନାଇଡୁ ନେଲେ ଶପଥ

ପ୍ରହଲ୍ଲାଦ ଯୋଶୀ ନେଲେ ଶପଥ

ଜୁଏଲ ଓରାମ ନେଲେ ଶପଥ

ଗିରିରାଜ ସିଂହ ନେଲେ ଶପଥ

ଅଶ୍ବିନୀ ବୈଷ୍ଣବ ନେଲେ ଶପଥ

ଜ୍ୟୋତିରାଦିତ୍ୟ ସିନ୍ଧିଆ ନେଲେ ଶପଥ

ଭୂପେନ୍ଦ୍ର ଯାଦବ ନେଲେ ଶପଥ

ଗଜେନ୍ଦ୍ର ସିଂହ ଶେଖାଓ୍ବତ ନେଲେ ଶପଥ

ଅନ୍ନପୂର୍ଣ୍ଣା ଦେବୀ ନେଲେ ଶପଥ

କିରଣ ରିଜଜୁ ନେଲେ ଶପଥ

ହାରଦୀପ ସିଂହ ପୁରୀ ନେଲେ ଶପଥ