ଚଳିତ ବର୍ଷ ନଭେମ୍ବର ସୁଦ୍ଧା ଏୟାର ଇଣ୍ଡିଆ ଷ୍ଟାଫଙ୍କୁ ନ୍ୟୁ ୟୁନିଫର୍ମ ମିଳିବ। ଅଗଷ୍ଟରେ ଏୟାର ଇଣ୍ଡିଆ ଏହାକୁ ନେଇ ଘୋଷଣା କରିଥିଲା । ବର୍ତ୍ତମାନ ବିମାନ କର୍ମଚାରୀମାନେ ଶାଢିରେ ନଜର ଆସିବେ ନାହିଁ କିନ୍ତୁ ସେମାନଙ୍କ ପାଇଁ ଏକ ନୂଆ ଲୁକ ମଧ୍ୟ ପ୍ରସ୍ତୁତ କରାଯାଇଛି । ମହିଳାମାନଙ୍କ ପାଇଁ ଚୁଡିଦାର ଡିଜାଇନ ୟୁନିଫର୍ମ ଚୟନ କରାଯାଇଛି, ତେବେ ପୁରୁଷମାନେ ବର୍ତ୍ତମାନ ସୁଟ ରେ ନଜର ଆସିିବେ।
ହିନ୍ଦୁସ୍ତାନ ଟାଇମ୍ସର ରିପୋର୍ଟ ଅନୁଯାୟୀ, ଗତ ୬ଦଶନ୍ଧି ପରେ ଏୟାର ଇଣ୍ଡିଆ ୟୁନିଫର୍ମ ବଦଳାଇବାକୁ ଯାଉଛି। ଏହାପୂର୍ବରୁ ୧୯୬୨ରେ ମହିଳା ୟୁନିଫର୍ମରେ ସ୍କର୍ଟ, ଜ୍ୟାକେଟ ଏବଂ କ୍ୟାପ ଅନ୍ତର୍ଭୁକ୍ତ ଥିଲା, କିନ୍ତୁ ଏହା ପରେ, ଜେଆରଡି ଟାଟାଙ୍କ ନିର୍ଦ୍ଦେଶ ଅନୁଯାୟୀ ସ୍ପୋର୍ଟ ଶାଢୀକୁ ୟୁନିଫର୍ମ ଭାବରେ ଅନ୍ତର୍ଭୁକ୍ତ କରାଯାଇଥିଲା । ପ୍ରଥମ ଶାଢୀ ବିନ୍ନି ମିଲ୍ସରୁ ନିଆଯାଇଥିଲା। ଯଦି ଆମେ ନୂଆ ଲୁକ ବିଷୟରେ କହିବା, ତେବେ କ୍ରୁଙ୍କ ନୂଆ ଲୁକର ଦାୟିତ୍ୱ ପ୍ରସିଦ୍ଧ ଡିଜାଇନର୍ ମନୀଷ ମାଲହୋତ୍ରାଙ୍କୁ ଦିଆଯାଇଛି,
Trending
- ପୁଷ୍କରା’କୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର
- ୨୦ ହଜାର ମହିଳା ଘେରିବେ ବିଧାନସଭା
- ଓଡ଼ିଶା ସମେତ ସମେତ ୬ଟି ରାଜ୍ୟର ୪ଟି ଗୁରୁତ୍ୱପୂର୍ଣ୍ଣ ରେଳ ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟ୍ର ମଞ୍ଜୁରୀ
- ପ୍ରଧାନମନ୍ତ୍ରୀ ବାରାଣସୀରେ ପ୍ରାୟ ୨୨୦୦ କୋଟି ଟଙ୍କାର ଅନେକ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କରିବେ
- ପୁରୀ ଶରଧାବାଲି ଦଳଚକଟା ଘଟଣା , ମୁଖ୍ୟମନ୍ତ୍ରୀଙ୍କୁ ତଦନ୍ତ ରିପୋର୍ଟ ଦେଲେ ଉନ୍ନୟନ କମିଶନର
- ସୁଭଦ୍ରା ଯୋଜନାରୁ ବାଦ୍ ପଡ଼ିଥିବା ୨ ଲକ୍ଷ ମହିଳାଙ୍କୁ ଆଉ ପୁନର୍ବାର ଆବେଦନ କରିବାକୁ ପଡ଼ିବ ନାହିଁ
- ନରେନ୍ଦ୍ର ମୋଦୀଙ୍କ କ୍ୟାବିନେଟର 6 ଟି ବୈଠକରେ ବଡ଼ ନିଷ୍ପତ୍ତି
- ଆସନ୍ତା କାଲି ଠାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ
- ବଢିଲା ବିଜେଡି ନେତାଙ୍କ ଅଡୁଆ, ପ୍ରୀତିରଞ୍ଜନ ଘଡେଇ ଙ୍କ ନାଁରେ ଏତଲା
- ଆଣ୍ଡାମାନ ଓ ନିକୋବର ଦ୍ଵୀପପୁଞ୍ଜରେ ଭୂକମ୍ପ ଝଟକା
Prev Post
Next Post