ମୋବାଇଲ ବିନା ଯେପରି ଆମର ଜୀବନ ଆଉ କଳ୍ପନା କରିବା ସମ୍ଭବ ନୁହେଁ । ମୋବାଇଲ ସାଙ୍ଗକୁ ରହିଛି ଏହାର ହେଡଫୋନ । ଯାହାକୁ ଦେଖନ୍ତୁ କାନରେ ହେଡଫୋନ ନହେଲେ ଇୟରଫୋନ । କାନରେ ହେଡଫୋନ କିମ୍ବା ଇୟରଫୋନ ଲଗାଇବା ସତେ ଯେମିତି ଏକ ଫ୍ୟାସନ ହୋଇଗଲାଣି । ଅଧିକାଂଶ ସମୟ କାନରେ ଏହାକୁ ଲଗାଇ ଗୀତ ଶୁଣିବା ଯେମିତି ସମସ୍ତଙ୍କ ପାଇଁ ଏକ ଉତ୍ତମ ମନୋରଞ୍ଜନ ପାଲଟିଗଲାଣି ।କିନ୍ତୁ କଣ ଆପଣ ଜାଣନ୍ତି ଏହି ଫ୍ୟାସନ ଆପଣଙ୍କ ପାଇଁ ଡାକିଆଣେ ଅନେକ ଛୋଟବଡ଼ ରୋଗକୁ । ଜାଣନ୍ତୁ ଏହି ହେଡଫୋନର ବହୁଳ ବ୍ୟବହାର ଦ୍ୱାରା ଆପଣ କେଉଁ ପ୍ରକାରର ରୋଗର ଶୀକାର ହୋଇପାରନ୍ତି…କାନରେ ଲଗାଉଥିବା ହେଡଫୋନ ଦ୍ୱାରା କାନରେ ସଂକ୍ରମଣ ହୋଇଥାଏ ,ଯାହାକି ଆଗକୁ ଗମ୍ଭୀର ରୋଗର ରୂପ ଧାରଣ କରିଥାଏ । ଏହା ବ୍ୟତୀତ ଆପଣଙ୍କୁ କାନର କ୍ୟାନସର ମଧ୍ୟ ହୋଇପାରେ । ଯଦି ଆପଣ କାନ ସଂକ୍ରମଣରେ ଆକ୍ରାନ୍ତ ବ୍ୟକ୍ତିର ହେଡଫୋନ କିମ୍ବା ଇୟରଫୋନ ବ୍ୟବହାର କରନ୍ତି ତେବେ ଆପଣଙ୍କୁ ମଧ୍ୟ ସଂକ୍ରମଣର ଭୟ ରହିଥାଏ । ଯାହା ଆଗକୁ କ୍ୟାନସରର ରୂପ ଧାଣର କରିପାରେ ।ଏଥିପାଇଁ ସବୁବେଳେ ହେଡଫୋନର କମ୍ ବ୍ୟବହାର କରନ୍ତୁ ।
Trending
- ଓଡ଼ିଶା ଇନଭେଷ୍ଟର୍ସ ମିଟ୍: IBPGଗ୍ରୁପ୍ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଭତ୍ତା ଯନ୍ତ୍ରଣା,ବର୍ଷାରେ ଓଦା ହୋଇ ବିକ୍ଷୋଭ କଲେ ୪ ଶହରୁ ଅଧିକ ବୃଦ୍ଧବୃଦ୍ଧା
- ବଢ଼ୁଥିବା ଟ୍ରେନ୍ ସଂଖ୍ୟା ଏବଂ ଯାତାୟାତ ଚାପକୁ ଦୃଷ୍ଟିରେ ରଖି ୭ଟି ହାଇ ଡେନସିଟି ନେଟୱର୍କ କରିଡର ହେବ ଫୋର୍-ଲେନ୍
- ଆବୁଧାବିରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ନିବେଶକ ସମ୍ମିଳନୀରେ ଦେବେ ଯୋଗ
- PG କୋଠା ଭୁଶୁଡ଼ିବା ଘଟଣା:ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ବିପଜ୍ଜନକ ସ୍ଥିତିରେ ଥିବା ନିକଟସ୍ଥ କୋଠାଗୁଡ଼ିକୁ ତୁରନ୍ତ ଉଚ୍ଛେଦ କରିବା ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
- ଓଡ଼ିଶାରୁ ବିରଳ ଓରାଙ୍ଗଉଟାନ ଠାବ , ବାଲେଶ୍ବରର ରଣକୋଠା ସଂରକ୍ଷିତ ଜଙ୍ଗଲରୁ ୫ଟି ଓରାଙ୍ଗଉଟାନକୁ ଠାବ କରିଛି ବନବିଭାଗ
- ଆଜି ଶ୍ରୀମନ୍ଦିରରେ ପ୍ରଭୁ ବଳଭଦ୍ରଙ୍କର ପ୍ରଳମ୍ବାସୁର ବଧ ବେଶ ଅନୁଷ୍ଠିତ
- ଟ୍ରାଫିକ୍ ପୁଲିସ କର୍ମଚାରୀଙ୍କ ପାଇଁ ଶୋଲ୍ଡର ଫ୍ଲିକରିଂ ଲାଇଟ୍ ବ୍ୟବସ୍ଥାର ଶୁଭାରମ୍ଭ
- ଦିଲ୍ଲୀ PG ଟ୍ରାଜେଡି: ୬ ମୃତ ,PG ମାଲିକଙ୍କୁ ଠାବ କରିବା ପାଇଁ ପୋଲିସର ସ୍ୱତନ୍ତ୍ର ଟିମ୍ ଗଠନ
- ପିଆଜ ପୁଣି ଉପରମୁହାଁ,ଟ୍ବିନ ସିଟିରେ ରାଜଧାନୀରେ ପିଆଜ ଖୁଚୁରା ଦର ୬୦ରୁ ୭୦ ଟଙ୍କା ଛୁଇଁଲାଣି
Prev Post