ଚର୍ମର ଶୁଷ୍କତା ସହିତ, ଫଟା ଓଠ ମଧ୍ୟ ଶୀତ ଦିନର ଏକ ସାଧାରଣ ସମସ୍ୟା । ଏପରି ପରିସ୍ଥିତିରେ, ଆପଣ ଦାମୀ ବ୍ୟୁଟି ପ୍ରଡକ୍ଟସ ବ୍ୟବହାର କରୁଥିବେ ଯାହା ଅନେକ ରାସାୟନିକ ପଦାର୍ଥରେ ଭରପୁର ଥାଏ । ଏହାର ଅତ୍ୟଧିକ ବ୍ୟବହାର ଆପଣଙ୍କ ଓଠକୁ ଧୀରେ ଧୀରେ କଳା କରିବା ଆରମ୍ଭ କରେ ।ଏଭଳି ପରିସ୍ଥିତିରେ, ଆପଣ ଘରେ ଉପଲବ୍ଧ ଜିନିଷ ସାହାଯ୍ୟରେ ଆପଣ ରାସାୟନିକ ମୁକ୍ତ ଲିପ୍ ବାମ୍ ତିଆରି କରିପାରିବେ । ଘରେ ତିଆରି ହୋଇଥିବା ଏହି ଲିପ୍ ବାମ୍ ବ୍ୟବହାର ଆପଣଙ୍କୁ ସୁନ୍ଦର ଏବଂ କୋମଳ ଓଠ ଦେଇଥାଏ । ତେବେ ଜାଣି ରଖନ୍ତୁ ଏହି ଲିପ୍ ବାମ୍ କିପରି ପ୍ରସ୍ତୁତ କରିବେ ।
Trending
- ନିମିଷା ପ୍ରିୟାଙ୍କ ମୃତ୍ୟୁଦଣ୍ଡ ବାତିଲ୍
- ଆଜି ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ଖସାପଡ଼ା ନୀତି , ୪ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ
- ପ୍ରାଥମିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପରିଚୟପତ୍ର ବଦଳିବ
- ଶ୍ରାବଣ ମାସର ତୃତୀୟ ସୋମବାର
- ବଢ଼ିବ ଚାଷୀ ପଞ୍ଜୀକରଣ ସମୟସୀମା
- ପହିଲାରୁ ନୂଆ ନିୟମ ,ମାସିକ ବଜେଟକୁ କରିବ ପ୍ରଭାବିତ
- ମନ କି ବାତରେ ଓଡ଼ିଶା କଥା
- ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ ଘଟଣାରେ ଫେରାର ଥିବା ବିଜେଡି କର୍ପୋରେଟର ଅମରେଶ ଜେନା ନୀଳଗିରିରୁ ଗିରଫ
- ଆଜି କାର୍ଗିଲ ବିଜୟ ଦିବସ
- ୧୦ ସରପଞ୍ଚ ବିଜେପିରେ ମିଶିଲେ