କଳାଜାଇ ସୌନ୍ଦର୍ଯ୍ୟର ଏକ ଚିହ୍ନ ହୋଇଥାଏ । ବିଭିନ୍ନ ଲୋକଙ୍କର ଭିନ୍ନ ଭିନ୍ନ ସ୍ଥାନରେ କଳାଜାଇ ରହିଥାଏ । ତେବେ ଏହି କଳାଜାଇ ଯେତିକି ସୁନ୍ଦରତାର ଚିହ୍ନ ହୋଇଥାଏ ସେତିକି ଆପଣଙ୍କ ଭାଗ୍ୟ ଦର୍ଶନକାରୀ ମଧ୍ୟ ହୋଇଥାଏ । ବିଭିନ୍ନ ସ୍ଥାନରେ କଳାଜାଇର ଅର୍ଥ ଭିନ୍ନ ଭିନ୍ନ ହୋଇଥାଏ । ଶରୀରର ଏପରି ସ୍ଥାନ ରହିଛି ଯେଉଁଠାରେ କଳାଜାଇ ଥିଲେ ଆପଣ ବେଶ ଲାଭବାନ ହୋଇପାରିବେ । ଏହି ସ୍ଥାନରେ କଳାଜାଇ ରହିବାର ଅର୍ଥ ହେଉଛି ଆପଣ ଭାଗ୍ୟଶାଳୀ ।ସାମୁଦ୍ରିକ ଶାସ୍ତ୍ର ଅନୁଯାୟୀ, ଶରୀରର କିଛି ଅଙ୍ଗରେ କଳାଜାଇ ରହିବା ଶୁଭ ହୋଇଥାଏ ଏବଂ କିଛି ସ୍ଥାନରେ ରହିବା ଅଶୁଭ ହୋଇଥାଏ । ତେବେ ଯଦି ଆପଣଙ୍କ ଡାହାଣ ପଟ ଗାଲରେ କଳାଜାଇ ରହିଛି ତେବେ ଏହାକୁ ବେଶ ଶୁଭ ବୋଲି ବିବଚେନା କରାଯାଇଥାଏ । ଡାହାଟ ପଟ ଗାଲରେ କଳାଜାଇ ଥିବା ବ୍ୟକ୍ତି ବେଶ ଭାଗ୍ୟଶାଳୀ ହୋଇଥାନ୍ତି । ଏହି ବ୍ୟକ୍ତିମାନଙୟଙ୍କ ଉପରେ ମା’ ଲକ୍ଷ୍ମୀଙ୍କର କୃପା ସବୁବେଳେ ରହିଥାଏ । ସେମାନଙ୍କୁ ସମୟ ସମୟରେ ଧନପ୍ରାପ୍ତି ହୋଇଥାଏ ।କିନ୍ତୁ ବାମ ଗାଲରେ କଳାଜାଇ ରହିବାକୁ ଶୁଭ ବୋଲି ବିବେଚନା କରାଯାଇନଥାଏ । ବାମ ଗାଲରେ କଳାଜାଇ ଥିବା ବ୍ୟକ୍ତି ବେଶ ଖର୍ଚ୍ଚାଳୁ ହୋଇଥାନ୍ତି ବୋଲି ମାନ୍ୟତା ରହିଛି ।ଆପଣଙ୍କ ମଥାରେ କଳାଜାଇ ରହିଛି ତେବେ ଆପଣ ବେଶ ଧନବାନ ହୋଇପାରନ୍ତି । ଏହାକୁ ବେଶ ଶୁଭ ବୋଲି ବିବେଚନା କରାଯାଇଥାଏ ।କୌଣସି ବ୍ୟକ୍ତିଙ୍କର ହାତ ପାପୁଲିରେ କଳାଜାଇ ରହିବାକୁ ମଧ୍ୟ ଶୁଭ ବୋଲି ବିବେଚନା କରାଯାଇଥାଏ ।
Trending
- ଆବୁଧାବିରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ନିବେଶକ ସମ୍ମିଳନୀରେ ଦେବେ ଯୋଗ
- PG କୋଠା ଭୁଶୁଡ଼ିବା ଘଟଣା:ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ବିପଜ୍ଜନକ ସ୍ଥିତିରେ ଥିବା ନିକଟସ୍ଥ କୋଠାଗୁଡ଼ିକୁ ତୁରନ୍ତ ଉଚ୍ଛେଦ କରିବା ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
- ଓଡ଼ିଶାରୁ ବିରଳ ଓରାଙ୍ଗଉଟାନ ଠାବ , ବାଲେଶ୍ବରର ରଣକୋଠା ସଂରକ୍ଷିତ ଜଙ୍ଗଲରୁ ୫ଟି ଓରାଙ୍ଗଉଟାନକୁ ଠାବ କରିଛି ବନବିଭାଗ
- ଆଜି ଶ୍ରୀମନ୍ଦିରରେ ପ୍ରଭୁ ବଳଭଦ୍ରଙ୍କର ପ୍ରଳମ୍ବାସୁର ବଧ ବେଶ ଅନୁଷ୍ଠିତ
- ଟ୍ରାଫିକ୍ ପୁଲିସ କର୍ମଚାରୀଙ୍କ ପାଇଁ ଶୋଲ୍ଡର ଫ୍ଲିକରିଂ ଲାଇଟ୍ ବ୍ୟବସ୍ଥାର ଶୁଭାରମ୍ଭ
- ଦିଲ୍ଲୀ PG ଟ୍ରାଜେଡି: ୬ ମୃତ ,PG ମାଲିକଙ୍କୁ ଠାବ କରିବା ପାଇଁ ପୋଲିସର ସ୍ୱତନ୍ତ୍ର ଟିମ୍ ଗଠନ
- ପିଆଜ ପୁଣି ଉପରମୁହାଁ,ଟ୍ବିନ ସିଟିରେ ରାଜଧାନୀରେ ପିଆଜ ଖୁଚୁରା ଦର ୬୦ରୁ ୭୦ ଟଙ୍କା ଛୁଇଁଲାଣି
- ରାଜଧାନୀରେ ଭୁଶୁଡ଼ିଲା 4 ମହାଲା କୋଠା ,ଅନେକ ଲୋକ ଫସି ରହିଥିବା ଆଶଙ୍କା
- କାର୍ଯ୍ୟରତ ସାମ୍ବାଦିକଙ୍କ ଅକାଳ ମୃତ୍ୟୁ ଘଟିଲେ, ସେମାନଙ୍କ ପରିବାରକୁ ମିଳିବ ଆର୍ଥିକ ସହାୟତା
- ଦେଶର ପ୍ରଥମ ଉପରାଷ୍ଟ୍ରପତି ତଥା ମହାନ ଦାର୍ଶନିକ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଜୟନ୍ତୀ ପାଳିତ
Prev Post
Next Post