ସକାଳୁ ଉଠି ଖାଲି ପେଟରେ କିଛି ଏପରି ଜିନିଷ ଖାଇନିଅନ୍ତି, ଯାହା ତାଙ୍କର ପୂରା ଦିନଟିକୁ ଖରାପ କରିଦେଇଥାଏ । ଯେତେବେଳେ ଆମେ ନିଦରୁ ଉଠିଥାଉ, ସେହି ସମୟରେ ଆମ ପେଟ ପୂରା ଖାଲି ଥାଏ । ଯଦି ଏହି ପରିସ୍ଥିତିରେ ଆମେ କିଛି ଖରାପ ଖାଦ୍ୟ ଖାଉଛନ୍ତି । ତାହେଲେ ଆମ ପେଟରେ ଗ୍ୟାସ୍ ଓ ଏସିଡିଟି ଭଳି ସମସ୍ୟା ହୋଇପାରେ । ଯାହାଦ୍ୱାରା ଆମ ପୂରା ଦିନଟି ଖରାପ ହୋଇଯାଇଥାଏ । ସେଥିପାଇଁ ସକାଳର ବ୍ରେକ୍ଫାଷ୍ଟ ଭାବିଚିନ୍ତି କରିବା ଉଚିତ । ତେବେ ଆସନ୍ତୁ ଆମେ ଆଜି ଆପଣଙ୍କୁ ଜଣାଇବୁ କିଛି ଜିନିଷ ଯାହାକୁ ସକାଳୁ ଉଠି ଖାଇବା ସ୍ୱାସ୍ଥ୍ୟ ପ୍ରତି ଠିକ୍ ହୋଇନଥାଏ ।ଲୁଣିବା ଖାଦ୍ୟ ଖାଇବା ବ୍ଲଡ ପ୍ରେସର ଲେବଲକୁ ସ୍ଥିର ରହିବାରେ ସାହାଯ୍ୟ କରିଥାଏ । ତେବେ ଯେଉଁ ଲୋକମାନେ ଫିଟ୍ନେସ୍ ଉପରେ ଅଧିକ ଧ୍ୟାନ ଦିଅନ୍ତି, ସେମାନଙ୍କ ପାଇଁ ଏହା ବିଶେଷ ରୂପରେ ଲାଭଦାୟକ ହୋଇଥାଏ । ପ୍ରୋଟିନ୍ ଓ ହେଲଦି ଫ୍ୟାଟ୍ରେ ଭରପୂର ଥିବା ଖାଦ୍ୟ ଖାଇବା ଦ୍ୱାରା ଭୋକ କମ୍ ହୋଇଥାଏ । ଯାହାଦ୍ୱାରା ଅଧିକ ଭୋକ ଲାଗିନଥାଏ । କିନ୍ତୁ ଅନ୍ୟ କିଛି ଖାଦ୍ୟ କିମ୍ବା ମିଠା ଜିନିଷ ଖାଇବା ଦ୍ୱାରା ବ୍ଲଡ ସୁଗାର ହଠାତ୍ ବଢିପାରେ । ଯେଉଁଥିପାଇଁ ଅଧିକ ଭୋକ ଲାଗିଥାଏ ।
Trending
- ଦିଲ୍ଲୀରେ ସମସ୍ତ ମାଂସ ଦୋକାନ ବନ୍ଦ
- ଆଜି ମୁଣ୍ଡୁଳିରେ ପହଞ୍ଚିବ ହୀରାକୁଦ ପାଣି
- ଆଜି ଠୁ ରାଜ୍ୟବ୍ୟାପୀ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ
- ରଥ ଉପରେ ଭାଙ୍ଗିଲା ଅଧର ହାଣ୍ଡି
- ହାତୀ ପୁଣି ଥରେ ମନମୋହନ ସାମଲଙ୍କ ମୁଣ୍ଡ ଉପରେ ସୁନା କଳସ ଢାଳିଛି,ନିର୍ବିବାଦୀୟ ଭାବରେ ରାଜ୍ୟ ବିଜେପି ସଭାପତି ହୋଇଛନ୍ତି
- ବନ ଓ ପ୍ରାଣୀ ସମ୍ପଦର ସୁରକ୍ଷା ପାଇଁ ବିଭିନ୍ନ ପୁରସ୍କାରର ପୁନର୍ବିନ୍ୟାସ କଲେ ସରକାର
- ଆଜି ୯୦ ବର୍ଷ ବୟସରେ ପଦାର୍ପଣ କଲେ ତିବ୍ଦତୀୟ ବୌଦ୍ଧ ଧର୍ମାବଲମ୍ବୀଙ୍କ ଆଧ୍ୟାତ୍ମିକ ନେତା ଦଲାଇ ଲାମା
- ଳିତବର୍ଷର ପ୍ରଥମ ବନ୍ୟାଜଳ ଛାଡ଼ିଲା ହୀରାକୁଦ
- ପୁରୀ ହେବ ‘ପୁରୀ ମହାନଗର ନିଗମ’ – ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଉଚ୍ଚ ଅଦାଲତକୁ ଗଲେ ଜଗା ପ୍ରଧାନ
Prev Post
Next Post