ଚାକିରୀ ଦେବେ ଦେଢ ଲକ୍ଷ
ଭୁବନେଶ୍ୱର ମହାତ୍ମାଗାନ୍ଧୀ ମାର୍ଗରେ ସ୍ୱାଧିନତା ଦିବସ ପାଳନ କରିଛନ୍ତି ମୋହନ ସରକାର। ମୁଖ୍ୟମନ୍ତ୍ର ଭାବେ ପ୍ରଥମ ଥର ପତାକା ଉତ୍ତୋଳନ କରିଛନ୍ତି ମୋହନ ମାଝୀ। ରାଜ୍ୟବାସୀଙ୍କୁ ସମ୍ୱୋଧନ କରି କହିଛନ୍ତି, ଓଡିଆ ଜାତି ବେଶ ସ୍ୱାଭିମାନୀ। ସେମାନେ ଚଣ୍ଡାଶୋକକୁ ଧର୍ମାଶୋକରେ ପରିଣତ କରିଥିଲେ। ଓଡ଼ିଆ ଅସ୍ମିତା ସହ ଶିଖର ଛୁଇଁବାକୁ ଉଦ୍ୟମ କରାଯିବ। ରାଜ୍ୟରେ ଖାଲିଥିବା ପଦବୀ ପୂରଣ ହେବ, ୫ ବର୍ଷରେ ୫ଶହ ଆଦିବାସୀ ଗାଁକୁ ବିକଶିତ କରାଯିବା ସହ ବ୍ୟାପକ ନିଯୁକ୍ତି ସୃଷ୍ଟି ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଭୁବନେଶ୍ୱର ମହାତ୍ନଗାନ୍ଧୀ ମାର୍ଗରେ ସ୍ୱାଧିନତା ଦିବସ ପାଳନ କରିଛନ୍ତି ମୋହନ ସରକାର । ମଖ୍ୟମନ୍ତ୍ର ଭାବେ ପ୍ରଥମ ଥର ପତାକା ଉତ୍ତୋଳନ କରିଛନ୍ତି ମୋହନ ମାଝୀ । ରାଜ୍ୟବାସୀଙ୍କୁ ସମ୍ୱୋଧନ କରି କହିଛନ୍ତି, ଓଡିଆ ଜାତି ବେଶ ସ୍ବାଭିମାନୀ । ସେମାନେ ଚଣ୍ଡାଶୋକକୁ ଧର୍ମଶାକରେ ପରିଣତ କରିଥିଲେ । ଓଡ଼ିଆ ଅସ୍ମିତା ସହ ଶିଖର ଛୁଇଁବାକୁ ଉଦ୍ୟମ କରାଯିବ । ରାଜ୍ୟରେ ଖାଲିଥିବା ପଦବୀ ପୂରଣ ହେବ, ୫ ବର୍ଷରେ ୫ଶହ ଆଦିବାସୀ ଗାଁକୁ ବିକଶିତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଭୁବନେଶ୍ବର ମହାତ୍ମାଗାନ୍ଧୀ ମାର୍ଗରେ ରାଜ୍ୟସ୍ତରୀୟ ସ୍ବାଧିନତା ଦିବସରେ ପ୍ରଥମ ଥର ପାଇଁ ପତାକା ଉତ୍ତୋଳନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ରାଜ୍ୟବାସୀଙ୍କୁ ସମ୍ୱୋଧିତ କରି ପ୍ରଥମେ ସ୍ୱାଧିନତା ସଂଗ୍ରାମୀଙ୍କ ସ୍ମୃତିଚାରଣ କରି ପାଇକ ବିଦ୍ରୋହର ଯୋଦ୍ଧାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । କହିଛନ୍ତି ଓଡିଆ ଜାତି ବେଶ ସ୍ୱାଭିମାନୀ। ସେମାନେ ଚଣ୍ଡାଶୋକକୁ ଧର୍ମଶାକରେ ପରିଣତ କରିଥିଲେ। ଓଡ଼ିଆ ଅସ୍ମିତା ସହ ଶିଖର ଛୁଇଁବାକୁ ଉଦ୍ୟମ କରାଯିବ ।
ମହାତ୍ମାଗାନ୍ଧୀ ମାର୍ଗରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବଡ଼ ଘୋଷଣା କରିଛନ୍ତି । କହିଛନ୍ତି ରାଜ୍ୟବାସୀଙ୍କୁ ବଡ଼ ସ୍ବପ୍ନ ଦେଖାଇବେ ନାହିଁ, ଦେଇଥିବା ପ୍ରତିଶ୍ରୁତି ପାଳନ କରିବେ । ରାଜ୍ୟରେ ଖାଲିଥିବା ଦେଢ ଲକ୍ଷ ପଦବୀ ପୂରଣ ପାଇଁ ପଦେକ୍ଷପ ନିଆଯିବ । ଆଗାମୀ ୫ ବର୍ଷରେ ୫୦୦ ଆଦିବାସୀ ଗାଁକୁ ବିକଶିତ କରାଯିବ ।
ରାଜ୍ୟସ୍ତରୀୟ ସ୍ବାଧିନତା ଦିବସ ପରେଡର ଅଭିବାଦନ ଗ୍ରହଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଚଳିତ ବର୍ଷ ୫୯ କଣ୍ଟିଜେଣ୍ଟ ରାଜ୍ୟସ୍ତରୀୟ ପରେଡରେ ଭାଗ ନେଇଥିଲେ ।