ୟୁନିଅନ୍ ପବ୍ଲିକ୍ ସର୍ଭିସ୍ କମିଶନ ପକ୍ଷରୁ କମ୍ବାଇନ ମେଡିକାଲ ସର୍ଭିସ୍ ପରୀକ୍ଷା ପାଇଁ ସମଗ୍ର ଦେଶରେ ଜୁଲାଇ ୧୪ରେ ନିର୍ଦ୍ଧାରିତ ପରୀକ୍ଷା କେନ୍ଦ୍ରରେ କରାଯିବ । ଯେଉଁ ପ୍ରାର୍ଥୀମାନେ ଏହି ନିଯୁକ୍ତି ପରୀକ୍ଷାରେ ସାମିଲ ହେବା ପାଇଁ ଆବେଦନ କରିଥିଲେ, ୟୁପିଏସସି ପକ୍ଷରୁ ସେମାନଙ୍କ ଆଡମିଟ୍ କାର୍ଡ ଜାରି କରାଯାଇଛି ।ୟୁପିଏସସିର ଅଫିସିଆଲ୍ ୱେବସାଇଟ upsconline.nic.inରେ ଆଡମିଟ୍ କାର୍ଡ ଲିଙ୍କ୍ ଉପଲବ୍ଧ, ଯେଉଁଠାରେ ଆପଣ ପଞ୍ଜୀକରଣ ଆଇଡି କିମ୍ବା ରୋଲ୍ ନମ୍ବର ଦେଇ ଏହାକୁ ଡାଉନଲୋଡ୍ କରିପାରିବେ ।
Trending
- ଆଜି କାର୍ଗିଲ ବିଜୟ ଦିବସ
- ୧୦ ସରପଞ୍ଚ ବିଜେପିରେ ମିଶିଲେ
- ମୋହନଙ୍କ ମନ୍ତ୍ରିମଣ୍ଡଳ ସଂପ୍ରସାରଣ: କିଏ ପାଇବେ ସ୍ଥାନ?
- ମାଳଦୀପରେ ମୋଦୀ , ୨୧ ତୋପ ସଲାମି ସହ ସ୍ୱାଗତ କଲେ ରାଷ୍ଟ୍ରପତି
- ସରକାର ଥିବା ସମୟରେ ଜାତିଗତ ଜନଗଣନା ନକରିବା ଭୁଲ ଥିଲା – ରାହୁଲ ଗାନ୍ଧୀ
- ଓଡ଼ିଶା ହେବ ଟେକ୍ସଟାଇଲ ହବ୍,୬ ଟି ଟେକ୍ସଟାଇଲ ପାର୍କର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
- ଧସିଲା କୋଇଲା ଖଣି , ଚାପି ହେଲେ ୧୨ ଜଣ ଶ୍ରମିକ
- ବିଜେଡି ଏନଡିଏ ପ୍ରାର୍ଥୀଙ୍କୁ ଭୋଟ ଦେବ କି ?
- ଆଜି ମହାପ୍ରଭୁଙ୍କୁ ଚିତାଲାଗି
- ରାଜ୍ୟରେ ୨୩ ଜିଲ୍ଲାରେ ୫୬ଟି ନୂଆ କୋର୍ଟକୁ ଅନୁମୋଦନ ମିଳିଛି
Prev Post