ଜାତୀୟ ସ୍ୱାସ୍ଥ୍ୟ ମିଶନ ପକ୍ଷରୁ ରାଜ୍ୟର ସ୍ୱାସ୍ଥ୍ୟ କ୍ଷେତ୍ରରେ ଯୋଗ୍ୟ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯିବ । ମେଡିକାଲ ଅଫିସର ଆୟୁଷ- ଆରବିଏସକେ (ବିଏଚଏମଏସ), ମେଡିକାଲ ଆୟୁଷ କୋ-ଲୋକେଟେଡ ୟୁନିଟ, ଇମ୍ୟୁନାଇଜେସନ କମ୍ପ୍ୟୁଟର ଆସିଷ୍ଟାଣ୍ଟ, ଡାଟା ଆସିଷ୍ଟାଣ୍ଟ-କମ-ଆକାଉଣ୍ଟାଣ୍ଟ, ଅର୍ବାନ ହେଲଥ, ଫିଜିଓଥେରାପିଷ୍ଟ ଆଦି ପଦ ପାଇଁ ଚାକିରି ବାହାରିଛି ।ମେଡିକାଲ ଅଫିସର ଆୟୁଷ- ଆରବିଏସକେ (ବିଏଚଏମଏସ) ଓ ମେଡିକାଲ ଆୟୁଷ କୋ-ଲୋକେଟେଡ ୟୁନିଟ ପାଇଁ ଦରମା ୨୭,୬୯୯ ଟଙ୍କା ରହିଛି । ସେହିପରି ଇମ୍ୟୁନାଇଜେସନ କମ୍ପ୍ୟୁଟର ଆସିଷ୍ଟାଣ୍ଟ ପାଇଁ ୨୦,୪୭୦ ଟଙ୍କା, ଡାଟା ଆସିଷ୍ଟାଣ୍ଟ-କମ-ଆକାଉଣ୍ଟାଣ୍ଟ, ଅର୍ବାନ ହେଲଥ ପାଇଁ ୧୪,୪୨୧ ଟଙ୍କା, ଫିଜିଓଥେରାପିଷ୍ଟ ପାଇଁ ୩୨,୫୬୯ ଟଙ୍କା ରହିଛି । ବିଭିନ୍ନ ବର୍ଗର ପ୍ରାର୍ଥୀଙ୍କ ପାଇଁ ପଦ ସଂରକ୍ଷିତ ରହିଛି ।
Trending
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
- ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
- ଖାମନେଇଙ୍କ ମୃତ୍ୟୁରେ ଭାରତର ଶୋକ
- ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ