ପୁଣିଥରେ ଛଟେଇ ପାଇଁ ପ୍ରସ୍ତୁତି ଚାଲିଛି । ରିଅଲମ ଲ୍ୟାବ ଡିଭିଜନରୁ ଛଟେଇ କରିବାକୁ କମ୍ପାନୀ ପ୍ରସ୍ତୁତ ହେଉଛି । ଏହି ଦଳ କମ୍ପାନୀ ପାଇଁ କଷ୍ଟମ୍ ଚିପସେଟ ତିଆରି କରେ । ରଏଟର୍ସ ରିପୋର୍ଟ ଅନୁଯାୟୀ, କମ୍ପାନୀର ପେସାଦାର ନେଟୱାର୍କିଂ ପ୍ଲାଟଫର୍ମ ମାଧ୍ୟମରେ କର୍ମଚାରୀଙ୍କୁ ଛଟେଇ ବିଷୟରେ ଅବଗତ କରାଯାଇଛି ।ରିପୋର୍ଟରେ କୁହାଯାଇଛି ଯେ, ବୁଧବାର ଦିନ ପ୍ରଭାବିତ କର୍ମଚାରୀଙ୍କୁ ସେମାନଙ୍କ ସ୍ଥିତି ସମ୍ପର୍କରେ ଅବଗତ କରାଯିବ । ଛଟେଇ ବିଷୟରେ ମେଟା କୌଣସି ଅଫିସିଆଲ୍ ସ୍ପଷ୍ଟିକରଣ କରିନାହିଁ । ତେବେ ଏହି ଛଟେଇ ଫେସବୁକ୍ ଆଜିଲ୍ ସିଲିକନ୍ ଟିମ୍ ବା ଏଫଏଏସଟି ଟିମରେ ହେବ ବୋଲି ରିପୋର୍ଟରେ ଦର୍ଶାଯାଇଛି ।ଚଳିତ ବର୍ଷ ପ୍ରାରମ୍ଭରେ ଏକ ବିବୃତ୍ତିରେ ଜୁକରବର୍ଗ ସୂଚାଇ ଦେଇଛନ୍ତି ଯେ, ବର୍ଷର ଅଧିକାଂଶ ଛୁଟି ବସନ୍ତ ସମୟରେ ଘଟିବ, କିନ୍ତୁ ବର୍ଷ ଶେଷ ସୁଦ୍ଧା କିଛି ପରିବର୍ତ୍ତନ ହୋଇପାରେ ।
Trending
- କଟକରେ ବିଶୃଙ୍ଖଳା ସୃଷ୍ଟି କରିଥିବା ୮ ଜଣଙ୍କୁ ଗିରଫ କଲା ପୋଲିସ
- ନୂଆପଡ଼ାରେ ମୁଖ୍ୟମନ୍ତ୍ରୀ
- କଟକ ସହରରେ ସ୍ଥିତି ନିୟନ୍ତ୍ରଣ : ଇଣ୍ଟରନେଟ୍ ବନ୍ଦ
- କାଶ ସିରପର ଗୁଣବତ୍ତା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ
- ପୁଲିସ ଏସ୍ଆଇ ପରୀକ୍ଷା ଜାଲିଆତିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ କଡା ନିର୍ଦେଶ
- ଶ୍ରୀକ୍ଷେତ୍ରକୁ ଛୁଟିଲେଣି ହବିଷ୍ୟାଳି
- ଆଜି ବିରାଜିବେ ମା’ ଗଜଲକ୍ଷ୍ମୀ
- ମୁଖ୍ୟମନ୍ତ୍ରୀଙ୍କ ନୂଆପଡ଼ା ଗସ୍ତ ଆଜି
- ହଜାର ବର୍ଷର କଟକ ସହରର ଗୌରବକୁ ଅକ୍ଷୁର୍ଣ୍ଣ ରଖନ୍ତୁ: ମୁଖ୍ୟମନ୍ତ୍ରୀ
- ‘ଆପଣଙ୍କ ପୁଞ୍ଜୀ ଆପଣଙ୍କ ଅଧିକାର’ ସଚେତନତା ଅଭିଯାନ ଗାନ୍ଧୀନଗରରୁ ଶୁଭାରମ୍ଭ, ଉଦ୍ଘାଟନ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ