ହାଇଦ୍ରାବାଦସ୍ଥିତ ରାଷ୍ଟ୍ରୀୟ ଔଷଧୀୟ ଶିକ୍ଷା ଏବଂ ଅନୁସନ୍ଧାନ ସଂସ୍ଥାନ (ଏନ୍ଆଇପିଇଆର୍)ର ବୈଜ୍ଞାନିକମାନେ ସ୍ତନ କର୍କଟର ଚିକିତ୍ସା ଦିଗରେ ଏକ ସଫଳତା ହାସଲ କରିଛନ୍ତି। ବୈଜ୍ଞାନିକଙ୍କ ଦାବି ଅନୁସାରେ, ନିମ୍ବପତ୍ର ଏବଂ ଫୁଲରୁ ପ୍ରାପ୍ତ ହେଉଥିବା ଏକ ରାସାୟନିକ ଯୌଗିକ ଦ୍ୱାରା ସ୍ତନ କର୍କଟର ଚିକିତ୍ସା ସମ୍ଭବପର। ବୈଜ୍ଞାନିକ ଚନ୍ଦ୍ରରୈହା ଗୋଡ୍ଡୁଗୁଙ୍କ ଅନୁସାରେ, ଏହି ଗବେଷଣା ଏବେ ଚାଲୁରହିଛି। ନିମ୍ବରୁ ମିଳୁଥିବା ରାସାୟନିକ ଯୌଗିକ ନିମ୍ବୋଲିଡ୍ ସ୍ତନ କର୍କଟ ରୋକିବା ବୃଦ୍ଧି କରିଥାଏ। କ୍ଲିନିକାଲ ପରୀକ୍ଷଣରେ ସହାୟତା ପାଇଁ ଏହାର ଅଧିକ ଗବେଷଣା କରାଯାଉଛି। ଯଦି ଏଥିରେ ପୂର୍ଣ୍ଣ ରୂପେ ସଫଳତା ହାସଲ ହୁଏ, ତେବେ ସେ ଦିନ ଆଉ ବିଳମ୍ବ ନୁହେଁ ଯେତେବେଳେ ସ୍ତନ କର୍କଟ ଚିକିତ୍ସା ଦିଗରେ ଏକ କ୍ରାନ୍ତିକାରୀ ପଦକ୍ଷେପ ଗ୍ରହଣ କରାଯାଇ ପାରିବ।
Trending
- ଆଜି କାର୍ଗିଲ ବିଜୟ ଦିବସ
- ୧୦ ସରପଞ୍ଚ ବିଜେପିରେ ମିଶିଲେ
- ମୋହନଙ୍କ ମନ୍ତ୍ରିମଣ୍ଡଳ ସଂପ୍ରସାରଣ: କିଏ ପାଇବେ ସ୍ଥାନ?
- ମାଳଦୀପରେ ମୋଦୀ , ୨୧ ତୋପ ସଲାମି ସହ ସ୍ୱାଗତ କଲେ ରାଷ୍ଟ୍ରପତି
- ସରକାର ଥିବା ସମୟରେ ଜାତିଗତ ଜନଗଣନା ନକରିବା ଭୁଲ ଥିଲା – ରାହୁଲ ଗାନ୍ଧୀ
- ଓଡ଼ିଶା ହେବ ଟେକ୍ସଟାଇଲ ହବ୍,୬ ଟି ଟେକ୍ସଟାଇଲ ପାର୍କର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
- ଧସିଲା କୋଇଲା ଖଣି , ଚାପି ହେଲେ ୧୨ ଜଣ ଶ୍ରମିକ
- ବିଜେଡି ଏନଡିଏ ପ୍ରାର୍ଥୀଙ୍କୁ ଭୋଟ ଦେବ କି ?
- ଆଜି ମହାପ୍ରଭୁଙ୍କୁ ଚିତାଲାଗି
- ରାଜ୍ୟରେ ୨୩ ଜିଲ୍ଲାରେ ୫୬ଟି ନୂଆ କୋର୍ଟକୁ ଅନୁମୋଦନ ମିଳିଛି
Prev Post
Next Post