ବେଶ ବିଦେଶୀ ରେ ସମସ୍ତ ଲୋକଙ୍କ ଚା’ ପ୍ରତି ରହିଛି ଦୁର୍ବଳତା।ବୟସ ବଢ଼ିବା ରେ ଲୋକ ଦିନ ରେ ଦୁଇ ରୁ ତିନି ଥର ଚା’ ପିଅନ୍ତି। ଏହା ଶରୀର ପାଇଁ ଉଚିତ ନୁହେଁ ଏହା ଜାଣି ମଧ୍ୟ ଅନେକ ଲୋକ ପିଅନ୍ତି।ଆମେ ଅନେକ ସମୟରେ ଦେଖିଛେ ଛୋଟ ଛୋଟ ପିଲା ମାନେ ବୟସ୍କଙ୍କ ଭଳି ଦିନ ରେ ଦୁଇ ରୁ ତିନି ଥର ଚା’ ପିଇଥାଆନ୍ତି। କିନ୍ତୁ ଏହା ସେମାନଙ୍କ ଶରୀର ପାଇଁ ଅନେକ କ୍ଷତି ଘଟାଇ ଥାଏ। ଆପଣଙ୍କ ପିଲାର ଯଦି ଏହି ଅଭ୍ୟାସ ଅଛି ତାହେଲେ ତାକୁ ଏଥିରୁ ଦୁରେଇ ରଖନ୍ତୁ ।୧୨ ରୁ ୧୮ ବର୍ଷ ବୟସର ପିଲାମାନେ ପ୍ରତିଦିନ ୧୦୦ ମିଗ୍ରା ରୁ ଅଧିକ କଫିନ୍ ଗ୍ରହଣ କରିବା ଉଚିତ୍ ନୁହେଁ । ଯଦି ଆପଣ ପିଲାମାନଙ୍କୁ ଅଧିକ ପରିମାଣର ଚା କିମ୍ବା କଫି ଦିଆଯାଏ । ତେବେ ସେମାନେ ଅନେକ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି ।ଚା ଏବଂ କଫିରେ ଟେନିନ୍ ନାମକ ଯୌଗିକ ରହିଥାଏ, ଯାହା ପିଲାମାନଙ୍କୁ କ୍ୟାଲସିୟମ୍ ଏବଂ ଆଇରନ୍ ଅବଶୋଷଣ କରିବାରେ ରୋକିଥାଏ । ଏହି କାରଣରୁ ପିଲାମାନେ ରକ୍ତହୀନତାର ଶିକାର ହୁଅନ୍ତି ।ଯାହା ସେମାନଙ୍କ ପାଇଁ କ୍ଷତିସାଧକ ହୋଇଥାଏ। ଅନେକ ପିଲା ମାନଙ୍କର ଦେଖିବେ ଦାନ୍ତ ସମସ୍ୟା ଦେଖା ଯାଏ। ଏହା ଚା ଓ କଫି ପାଇଁ ହୋଇଥାଏ।
Trending
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
- ଏଣିକି ରାଜ୍ୟରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ
- ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
- ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ
- ମହାପ୍ରଭୁଙ୍କ ଦୁର୍ଲଭ ଆଡ଼ପ ଦର୍ଶନ କରୁଛନ୍ତି ଭକ୍ତ, ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁଁ ମହିଳା ଶ୍ରଦ୍ଧାଳୁ ଅସୁସ୍ଥ
- ରାଜ୍ୟରେ କୌଣସି ନଦୀରେ ନାହିଁ ବନ୍ୟା ସ୍ଥିତି,ମୁଣ୍ଡଳୀରେ ଅଢେଇ ଲକ୍ଷ କ୍ୟୁସେକ୍ ପାଣି ଆସିବ , ଯାହା ବିପଦ ନୁହେଁ – ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ
- ଶ୍ରୀମନ୍ଦିରରେ ଏଏସଆଇ ଟିମ୍,ଗର୍ଭଗୃହ, ନାଟମଣ୍ଡପ ସହିତ ଭୋଗ ମଣ୍ଡପର ସଂରକ୍ଷିତ କାର୍ଯ୍ୟ କରାଯିବ
- ପୁଣି ଥରେ ମହାକାଶରେ ଇତିହାସ ସୃଷ୍ଟି କରିଛି ଭାରତ,ସଫଳତାର ସହ ଉତକ୍ଷେପଣ କଲା
Prev Post
Next Post