ଚକୋଲେଟ ଖାଇବାକୁ କାହାକୁ ବା ଭଲ ନ ଲାଗେ? ଏଭଳି ଖୁବ୍ କମ୍ ଲୋକ ଥିବେ ଯାହାଙ୍କୁ ଚକୋଲେଟ୍ ଭଲ ଲାଗୁନଥିବା । ପିଲାଙ୍କଠାରୁ ଆରମ୍ଭ କରି ବୟସ୍କ ସମସ୍ତେ ଚକୋଲେଟ୍ ଖାଇବାକୁ ଭଲ ପାଇଥାନ୍ତି । ଚାହିଦାକୁ ଦେଖି ବଜାରକୁ ଏବେ ବଭିନ୍ନ ଭେରାଇଟିର ଚକୋଲେଟ୍ ବି ଆସିଲାଣି । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଚକୋଲେଟ୍ ଖାଇଲେ ସାଂଘାତିକ ରୋଗ ହେଉଛି ।ଚକୋଲେଟ୍ ଖାଇଲେ ଡାଇବେଟିସ୍ ହେବାର ସବୁଠାରୁ ଅଧିକ ସମ୍ଭାବନା ରହିଛି । ଚକୋଲେଟ୍ ଓଜନ ବଢାଇବା ସହିତ ଶରୀରକୁ ବିକଶିତ କରିବାରେ ବାଧକ ସୃଷ୍ଟି କରିଥାଏ । ଗୁରୁତର କଥା ହେଉଛି ଚକୋଲେଟ୍ ଖାଇଲେ ହୃଦଘାତ ଓ ଷ୍ଟ୍ରୋକ ହେବାର ସମ୍ବାବନା ଥାଏ । କିଡନୀ, ପେଟ ଯନ୍ତ୍ରଣା ଓ ହାଡ ଗୁଡିକ ଦୁର୍ବଳ କରି ଦେଇଥାଏ ।
Trending
- ରାଜ୍ୟ କ୍ୟାବିନେଟ ବୈଠକ – ୪ଟି ବିଭାଗର ୫ଟି ପ୍ରସ୍ତାବ ଆଲୋଚନା ପୂର୍ବକ ଅନୁମୋଦନ
- ବିହାରରେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ସମସ୍ତେ ଚେଷ୍ଟା ଚଳାଇଛି ବିଜେପି , ଦିନକରେ ତିିନି ସ୍ଥାନରେ ଅମିତ ଶାହଙ୍କ ପ୍ରଚାର
- ସମ୍ଭାବ୍ୟ ବାତ୍ୟାକୁ ନେଇ ସରକାର ତତ୍ପର – ସୁରେଶ ପୂଜାରୀ
- ଓଡ଼ିଶାର ସର୍ବବୃହତ ପ୍ରେକ୍ଷାଳୟ ‘କଳାମଣ୍ଡଳ’ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
- “ଯେତେବେଳେ ମୋବାଇଲ୍ ଫୋନ୍ ଥାଏ, ବିହାରକୁ ଲଣ୍ଠନର ଆବଶ୍ୟକତା ନାହିଁ – ପ୍ରଧାନମନ୍ତ୍ରୀ ମୋଦୀ
- ଗିରଫ ବିକ୍ରମ ପଣ୍ଡାଙ୍କ ପାଇଁ କୋର୍ଟରେ ୪୪ ଜଣ ଓକିଲ ଲଢ଼ିବେ
- ନୂଆପଡା ଲଢେଇରେ କେଉଁ ପ୍ରାର୍ଥୀ ଆଗରେ ?
- ନୂଆପଡା ଜିଲ୍ଲାର ସାମଗ୍ରିକ ବିକାଶ ପାଇଁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ପ୍ରତିବଦ୍ଧତା ଆମ ସମସ୍ତଙ୍କୁ ପ୍ରଭାବିତ କରିଛି
- ରାଜ୍ୟର ଶାସନ ବ୍ୟବସ୍ଥା ଭୁଶୁଡ଼ି ପଡ଼ିଥିବା ବେଳେ ବିଜେପି ଆକ୍ରୋଶମୂଳକ ରାଜନୀତି ଆରମ୍ଭ କରିଛି: ବିଜେଡି
- ରାଜ୍ୟରେ ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା