ଚା’ ପ୍ରେମୀମାନଙ୍କୁ ସକାଳୁ ବିଞ୍ଚଣା ଛାଡିବା ମାନେ ଚା’ ଦରକାର । ଆଜି ବି ବଜାରରେ ସବୁଠାରୁ ବଡ ଭିଡ଼ କେବଳ ଚା’ ଦୋକାନରେ ଲାଗିଥାଏ । ତଥାପି, ଯେଉଁମାନେ ଚା’ ପିଉଛନ୍ତି ସେମାନେ ସାବଧାନ୍ ହୋଇଯାଆନ୍ତୁ କିନ୍ତୁ ଏଠି କହିବୁ କି କ୍ଷୀର ଚା’ କଥା, ସାବଧାନ ହୋଇଯାଆନ୍ତୁ ହୁଏତ ଚାହା ଏବେ ଲୋକଙ୍କ ଜୀବନ ନେବ । ଚାହା କୁ ନେଇ ଏକ ସର୍ଭେ ସମ୍ମାନାକୁ ଆସିଛି । କ୍ଷୀର ଚା’ ପିଇବା ଦ୍ୱାରା ଥକ୍କା ପଣ ଦୂର ହେବା ବଦଳରେ ବଢି ଥାଏ ।ଯାହା ଏବେ ସବୁଠାରୁ ବଡ ତଥ୍ୟ ସାମ୍ମାନରେ ଚିନ୍ ର ବେଜିଂରେ ୫ ହଜାର ଛାତ୍ରଛାତ୍ରୀଙ୍କୁ ନେଇ ସର୍ଭେ କରାଯାଇଥିଲା । ସମସ୍ତେ କ୍ଷୀର ଚା’ ପ୍ରତି ଅଭ୍ୟସ୍ତ ଥିବା ବେଳେ ଏହି କ୍ଷୀର ଚା’ ପିଇ ଅଧିକାଂଶ ଲୋକଙ୍କ କ୍ଷେତ୍ରରେ ଡିପ୍ରେସନ ଦେଖାଯିବା ସହ ବିସାଦ ଦେଖିବାକୁ ମିଳିିଛି । ଖାଲି ସେତିକି ନନୁହେଁ ଅଧିକାଂଶ ଲୋକେ ଆତ୍ମ ହତ୍ୟା ଉଦ୍ୟମ କରିଥିବା ଲକ୍ଷଣ ସମା୍ମନା କୁ ଆସିଛି । ଏହା ସହ ମସଲା ଚା ମଧ୍ୟ ଶରିର ପାଇଁ କ୍ଷତି କାରକ । ଧିରେ ଧିରେ ଶରିରେ ଥକ୍କା ପଣ ଦେଖା ଦେବା ସହ ଚିଡିଚିଡା ଲାଗିଥାଏ । ହାଡ ଦୁର୍ବଳ ହେବା ମୁଣ୍ଡ ବ୍ୟଥା ମଧ୍ୟହୋଥାଏ ।
Trending
- ଚାଷୀଙ୍କ ଖାତାରେ ସିଏମ କିଷାନର ପଞ୍ଚମ କିସ୍ତି , ଡିବିଟି ମାଧ୍ୟମରେ ଚାଷୀଙ୍କ ଖାତାକୁ ଗଲା ଟଙ୍କା
- ଲକ୍ଷ୍ମୀସାଗର ବ୍ରହ୍ମାକୁମାରୀ ସେଣ୍ଟରରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଳିତ: ଦିବ୍ୟ ଗୁଣ ଧାରଣ ପାଇଁ ଆହ୍ୱାନ
- ମହାକାଶରେ ଭାରତର ନୂଆ ଆଖି । EOS-05ର ସଫଳ ଉତକ୍ଷେପଣ
- ଏଣିକି ଜମି କିଣାବିକା ପଞ୍ଜୀକରଣ ଦଲିଲ ମାତ୍ର ଚାରି ପୃଷ୍ଠାରେ ସୀମିତ ରହିବା ସହ ସେଲ୍ ଡିଡ୍ ରେଜିଷ୍ଟ୍ରେସନ ସମ୍ପୂର୍ଣ୍ଣ ପେପରଲେସ୍ ହେବ
- ଓଡ଼ିଶା ଯାତ୍ରୀ ସୁରକ୍ଷା ଆପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ସ୍କୁଲ ଆସିବା-ଯିବା କିମ୍ବା ପରିସରରେ ଛାତ୍ରଛାତ୍ରୀଙ୍କ ଦୁର୍ଘଟଣା ଘଟିଲେ ମିଳିବ ୨ ଲକ୍ଷ ସହାୟତା ଘୋଷଣା କଲେ ରାଜ୍ୟ ସରକାର
- ପୂର୍ବତନ ମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ନେତା ସତ୍ୟେନ୍ଦ୍ର ଜୈନଙ୍କୁ ବଡ଼ ଆଶ୍ୱସ୍ତି, ମିଳିଲା ଜାମିନି
- ପବିତ୍ର ଜନ୍ମାଷ୍ଟମୀ ପାଇଁ ଚଳଚଞ୍ଚଳ କନ୍ଧମାଳ ଜିଲ୍ଲା, ଆଶ୍ରମରେ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ
- ଆସନ୍ତାକାଲି ମିଳିବ ସିଏମ୍-କିଷାନ ଯୋଜନାର ପଞ୍ଚମ କିସ୍ତି,ରାଜ୍ୟର ୪୧ ଲ୪ରୁ ଉର୍ଦ୍ଧ କୃଷକ ପରିବାର ଉପକୃତ ହେବେ
- ଭିତରକନିକାରେ ତିନି ଦିନ ଧରି ପକ୍ଷୀ ଗଣନା ଚାଲିବ,ସକାଳ ୬ରୁ ଦିନ ୧୨ଟା ପର୍ଯ୍ୟନ୍ତ ପକ୍ଷୀ ଗଣନା
Prev Post