ଘରେ ବହୁତ ମଶା ହେଉଛନ୍ତି କି?

ତାହେଲେ ଲଗାନ୍ତୁ ଏହି ଗଛ

ମଶାଙ୍କ ଠାରୁ ବଞ୍ଚିବା ପାଇଁ ସ୍ପ୍ରେ, କଏଲ, କ୍ରିମର ବ୍ୟବହାର କରନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି ଘରୋଇ ଉପାୟ ଆପଣାଇ ମଧ୍ୟ ମଶାମାନଙ୍କ ଠାରୁ ମୁକ୍ତି ପାଇ ପାରିବା । ତେବେ ଆସନ୍ତୁ ଜାଣିବା କିଭଳି ଘରୋଇ ଉପାୟ ଆପଣାଇ ଡେଙ୍ଗୁ ଓ ମ୍ୟାଲେରିଆ ଭଳି ସଂଙ୍କଟକୁ ଦୂରେଇ ପାରିବା ।

ନିମ ଗଛ: ନିମର ତେଲ ମଶାମାନଙ୍କୁ ଦୂର କରିବାରେ ସାହାଯ୍ୟ କରିବ । ଆପଣ ନିମ ପତ୍ରର ସିଝାଇ ତାହାର ବାମ୍ପରେ ମଶାଙ୍କୁ ଦୂର କରି ପାରିବେ ।

ଜସ୍ମିନ : ଜସ୍ମିନ ଫୁଲର ବାସ୍ନାରେ ମଶା ଦୂରେଇ ଯିବେ । ଆପଣ ଆପଣଙ୍କ ଘରେ ଜସ୍ମିନ ଫୁଲର ଗଛ କିମ୍ବା ଜସ୍ମିନ ଫୁଲର ମାଳା ତିଆରି ଘରେ ଲଗାଇ ପାରିବେ । ଯାହାଦ୍ୱାରା କି ମଶା ଆଉ ଘରକୁ ପ୍ରବେଶ କରି ପାରିବ ନାହିଁ ।