ପରିମାଣରେ ତଟକା ପନିପରିବାକୁ ଖାଦ୍ୟ ତାଲିକାରେ ସାମିଲ କରନ୍ତୁ। ଏହା ନା କେବଳ କୋଲେଷ୍ଟରଲ ପରିମାଣକୁ ନିୟନ୍ତ୍ରଣରେ ରଖିବ ବରଂ ଶରୀରକୁ ଆବଶ୍ୟକମାତ୍ରାରେ ପୋଷକ ତତ୍ତ୍ୱ ଯୋଗାଇ ଦେବ ଏବଂ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରି ସୁସ୍ଥ ରଖିବାରେ ସାହାଯ୍ୟ କରିବ।
ଖାଦ୍ୟ ଶରୀର ପାଇଁ ବହୁ ଉପକାରୀ। ଏହା ମଧ୍ୟ ଶରୀରରେ କୋଲେଷ୍ଟରଲ୍ ପରିମାଣକୁ ନିୟନ୍ତ୍ରଣରେ ରଖିଥାଏ। କୋଷ୍ଠକାଠିନ୍ୟ ସମସ୍ୟା ନ ହେବା ଲାଗି ବି ଏହା ଲାଭଦାୟକ। ତେଣୁ ଓଟ୍ସ, ବିନ୍ସ, ବ୍ରୋକୋଲି, ଶକରକନ୍ଦା, ପନିପରିବା ଭଳି ଫାଇବରଯୁକ୍ତ ଖାଦ୍ୟକୁ ଦୈନନ୍ଦିନ ଖାଦ୍ୟ ତାଲିକାରେ ସାମିଲ କରନ୍ତୁ।
ଜାମୁକୋଳି, ଷ୍ଟ୍ରବେରୀ, ସେଓ, ଅଙ୍ଗୁର, କମଳା, ପିଜୁଳି ଭଳି ଫଳ ଖାଆନ୍ତୁ, ଉପକୃତ ହେବେ।
କ’ଣ ଖାଇବେ ନାହିଁ:
ମିଟ୍ ଖାଇବା ଦ୍ୱାରା ଶରୀରରେ ଚର୍ବି ଅଂଶ ବୃଦ୍ଧି ପାଇଥାଏ। ତେଣୁ କୋଲେଷ୍ଟରଲ୍ ସ୍ତର ନିୟନ୍ତ୍ରଣରେ ରଖିବା ଲାଗି ମାଂସ ବିଶେଷ କରି ଛେଳିମାଂସ ବା ମଟନ ଯେତେ କମ୍ ଖାଇବା ବା ଆଦୌ ନ ଖାଇବା ଭଲ। ସେହିପରି ଫ୍ରୋଜେନ୍ ମିଟ୍, ପ୍ରୋସେସ୍ଡ ମିଟ୍ ନ ଖାଇବା ଭଲ।
ସମସ୍ୟା ଥିଲେ ଫ୍ୟାଟ୍ଯୁକ୍ତ ଖାଦ୍ୟ ଯଥା କ୍ଷୀର, ଛେନା ଭଳି ଖାଦ୍ୟ କମ୍ ଖାଇବା ଭଲ।
ତେଲମସଲା, ଫାଷ୍ଟଫୁଡ୍, ମଇଦା, ଛଣାଛଣି ଜାତୀୟ ଖାଦ୍ୟ ଯଥାସମ୍ଭବ କମ୍ ଖାଆନ୍ତୁ।
Trending
- ଆସନ୍ତାକାଲି ସମ୍ବଲପୁରରେ ହେବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ଶିବିର
- ଈଶାନଙ୍କ ପ୍ରେମରେ ଆଲିଆଙ୍କ ବଡ଼ ଭଉଣୀ
- ଶୁଭମନ ଗିଲଙ୍କ ଉପରେ ଲାଗିଲା ଜୋରିମାନା
- ମହାନଦୀର ଗଭୀର ଜଳ ରାଶି ଭିତରେ ଚେସ ଖେଳିଲେ ସୂର୍ଯ୍ୟବଂଶୀ ସୂରଜ
- ବିବାହ ବନ୍ଧନରେ ବାନ୍ଧି ହେଲେ କେଜ୍ରିଓ୍ବାଲଙ୍କ ଝିଅ ହର୍ଷିତା
- ପୁରୀ ଚନ୍ଦନା ଯାତ୍ରାରେ ବାଣରେ ଲାଗିଲା ରୋକ
- ଆଜି ଓଡିଶା ଆସିବେ ପି.କେ. ମିଶ୍ର
- ସ୍ମାର୍ଟ ସିଟି ଓ ଟ୍ଵିନ୍ ସିଟିରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା
- ନରେନ୍ଦ୍ର ମୋଦୀଙ୍କୁ ଭେଟି ୱାକଫ ସଂଶୋଧନ ଆଇନ ପାଇଁ ଧନ୍ୟବାଦ ଜଣାଇଛନ୍ତି ଦାଉଦୀ ବୋହରା ସମ୍ପ୍ରଦାୟର ଲୋକମାନେ
- କେନ୍ଦ୍ର ସରକାରଙ୍କ ଉଦ୍ୟମରେ ଆଜି ଓଡ଼ିଶାକୁ ୪୦୦୦ କୋଟି ଟଙ୍କାରୁ ଊର୍ଦ୍ଧ୍ବର ପ୍ରକଳ୍ପ ଭେଟି ମିଳିଛି- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
Prev Post