ବଲିଉଡର ହ୍ୟାଣ୍ଡସମ ହଙ୍କ ଆକ୍ଟର ଟାଇଗର ଶ୍ରଫ ଖୁବଶୀଘ୍ର ସିନେମାରେ ତାଙ୍କର ଯାଦୁ ଦେଖାଇବାକୁ ଆସୁଛନ୍ତି। ଅଭିନେତା ଖୁବଶୀଘ୍ର ରିଲିଜ ହେବାକୁ ଯାଉଥିବା ତାଙ୍କ ଆଗାମୀ ମୁଭିର ଫାଷ୍ଟ ଲୁକ ସେୟାର କରିଛନ୍ତି। ଟାଇଗରଙ୍କ ଆଗାମୀ ମୁଭିର ନାମ ହେଉଛି ‘ଗଣପଥ: ଏ ହିରୋ ଇଜ ବର୍ନ’। ମୋଷ୍ଟ ପପୁଲାର ଯୋଡି ଟାଇଗର ଏବଂ କ୍ରିତି ଏହି ଫିଲ୍ମରେ ପୁଣି ଥରେ ଏକାଠି ନଜର ଆସିବେଟାଇଗର ଏବଂ କ୍ରିତି ଏହି ଫିଲ୍ମରେ ପୁଣି ଥରେ ଏକାଠି ନଜର ଆସିବେ। ଗଣେଶ ଚତୁର୍ଥି ଅବସରରେ ଫିଲ୍ମର ନିର୍ମାତାମାନେ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଏକ ପୋଷ୍ଟର ସେୟାର କରି ଫିଲ୍ମରୁ ଟାଇଗର ଶ୍ରଫଙ୍କ ପ୍ରଥମ ଲୁକ ସେୟାର କରିଛନ୍ତି। ଏହି ମୁଭିରେ ଅମିତାଭ ବଚ୍ଚନ ମୁଖ୍ୟ ଭୂମିକାରେ ଅଭିନୟ କରିବେ ଏବଂ ଚଳିତ ବର୍ଷ ଅକ୍ଟୋବର ୨୦ରେ ଦଶହାରା ସମୟରେ ଏହା ମୁକ୍ତିଲାଭ କରିବ।ମୁଖ୍ୟ ଭୂମିକାରେ ଟାଇଗର ଶ୍ରଫ, କ୍ରିତି ସାନନ ଏବଂ ଅମିତାଭ ବଚ୍ଚନଙ୍କ ଅଭିନୀତ ଫିଲ୍ମର ର୍ନିମାତାମାନେ ଶେଷରେ ଫିଲ୍ମରେ ଟାଇଗରଙ୍କ ପ୍ରଥମ ଲୁକ ସେୟାର କରିଛନ୍ତି।
Trending
- ମହାରାଷ୍ଟ୍ର ପୌର ନିର୍ବାଚନରେ ଭାଜପାର ବିପୁଳ ବିଜୟ
- ଅରବିନ୍ଦ ମହାପାତ୍ର ଏବଂ ସନାତନ ମହାକୁଡ଼ଙ୍କୁ ସସପେଣ୍ଡ ପରେ ବିଜେଡିରୁ ଯାଜପୁର ଜିଲା ପରିଷଦ ଅଧ୍ୟକ୍ଷାଙ୍କୁ ନିଲମ୍ବନ
- ନିପା ଭାଇରସ୍ର ମୁକାବିଳା ପାଇଁ ରାଜ୍ୟରେ ଟେକ୍ନିକାଲ ଟିମ୍ ଗଠନ
- ସୁନ୍ଦରଗଡ଼ ଗୋଷ୍ଠୀ ସଂଘର୍ଷ ଘଟଣା: ମସ୍ତ ସ୍କୁଲ ଓ କଲେଜ ବନ୍ଦ ସମେତ ୨୪ଘଣ୍ଟା ପାଇଁ ଇଣ୍ଟରନେଟ ବନ୍ଦ
- ବିଜେଡ଼ିରୁ ସସପେଣ୍ଡ ହେଲେ ଚମ୍ପୁଆ ବିଧାୟକ ସନା ମହାକୁଡ଼ ଓ ପାଟକୁର ବିଧାୟକ ଅରବିନ୍ଦ ମହାପାତ୍ର
- ମମତା ବାନାର୍ଜୀଙ୍କୁ ଝଟକା, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀଙ୍କ ବିରୁଦ୍ଧରେ ରୁଜୁ ହୋଇଥିବା FIR ରେ ରୋକ ଲଗାଇଲେ ସୁପ୍ରିମକୋର୍ଟ
- କୃଷିଭିତ୍ତିକ ପର୍ବ ପୋଙ୍ଗଲ ପାଳିଲେ ପ୍ରଧାନମନ୍ତ୍ରୀ
- ଆଜି ପବିତ୍ର ମକର ସଂକ୍ରାନ୍ତି, ମକରଚୌରାସୀ ବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ
- ଆଜି ମକର ସଂକ୍ରାନ୍ତି , ବନ୍ଦ ରହିଛି ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି
- ଆସନ୍ତା ୧୮ ତାରିଖ ଭିତରେ ମିଳିବ ସୁଭଦ୍ରା ଟଙ୍କା
Next Post