ବିବାହର ୪ ବର୍ଷ ପରେ ମାତା ପିତା ହେବାର ସୌଭାଗ୍ଯ ଲାଭ କଲେ ଷ୍ଚାର ଦମ୍ପତ୍ତି କ୍ୟାଟ୍ରିନା କୈଫ୍- ଭିକି କୌଶଲ

ଷ୍ଚାର ଦମ୍ପତ୍ତି ହେଲେ ମାତାପିତା। ବଲିଉଡର ନାମିଦାମି ଷ୍ଟାର ଦମ୍ପତି ଭାବରେ ଜଣାଶୁଣା ଥିବା କ୍ୟାଟ୍ରିନା କୈଫ୍- ଭିକି କୌଶଲଙ୍କ ବିବାହର ୪ ବର୍ଷ ପରେ ସେମାନେ ମାତା ପିତା ହେବାର ସୌଭାଗ୍ଯ ଲାଭ କରିଛନ୍ତି। କ୍ୟାଟ୍ରିନା କୈଫ୍ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ଆଜି ୭ ନଭେମ୍ବରରେ ଏହି ଖୁସି ଖବରକୁ ଦମ୍ପତି ନିଜ ସୋସିଆଲ ମିଡିଆ ପୋଷ୍ଟ କରି ସମସ୍ତଙ୍କୁ ଜଣାଇଛନ୍ତି ।

Leave a comment