ପୁଣି ମାଆ ହେବେ ଇଲିଆନା ଡିକ୍ରୁଜ୍

ପୁଣି ମାଆ ହେବେ ଇଲିଆନା ଡିକ୍ରୁଜ୍ । ସୋସିଆଲ ମିଡିଆରେ ନିଜର ଏକ ଫଟୋ ଶେୟାର କରି ନିଜ ଫ୍ୟାନ୍ସମାନଙ୍କୁ କନଫର୍ମ କରିଛନ୍ତି ଇଲିଆନା । ନିଜ ଷ୍ଟୋରୀରେ କୁରକୁରି ଏବଂ ଚିପ୍ସର ଫଟୋ ରଖି ସେ କ୍ୟାପସନରେ ଲେଖିଛନ୍ତି, ନିଜେ ଗର୍ଭବତୀ ଅଛ ବୋଲି କାହାକୁ ମୁହଁରେ ନକହି , ଜଣାଅ ଯେ ତୁମେ ଗର୍ଭବତି ଅଛି । ଯେଉଁଥିରେ ସେ ଗର୍ଭବତୀ ଥିବା ସ୍ପଷ୍ଟ କରିଛନ୍ତି । ଇଲିଆନା ମାଇକେଲ ଡୋଲେନଙ୍କୁ ବିବାହ କରିଥିଲେ । ଯାହାର ଖବର କାହାକୁ ଜଣାନଥିଲା । ଏବଂ ହଠାତ ପ୍ରେଗନାଣ୍ଟ ଥିବା ଶେୟାର କରିଥିଲେ ।