ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କୁ ଭେଟିଲେ ବଲିଉଡ ପ୍ରଯୋଜିକା ଏକତା କପୁର
ସତ୍ୟକୁ ସବୁଦିନ ପାଇଁ ଲୁଚାଇ ରଖାଯାଇ ପାରିବନି ଏମିତି ଏକ କାହାଣା ସତ୍ୟ ଘଟଣା ଉପରେ ଆଧାରିତ ହୋଇଛି ଫିଲ୍ଲ ସାବରମତୀରେ । ଗଣମାଧ୍ୟମ ଦେଖାଉଥିବା କଥା ଯେ ସବୁବେଳେ ସତ୍ୟ ତାହା ଯଥାର୍ଥ ନୁହେଁ , ୨୦୦୨ ଗୋଧ୍ରା ଟ୍ରେନ ପୋଡି ଓ ସେଥିରେ ଜୀବନ୍ତ ଦଗ୍ଦ ହେଇଥିବା ୫୯ ଜଣ ଜୀବନର ସତ୍ୟ କାହାଣୀ ଉପରେ ଆଧାରିତ ଚଳଚିତ୍ର ‘ସାବରମତି ରିପୋର୍ଟ’ ଦେଖାଯାଇଛି ।
ଏବେ ଏହି ଫିଲ୍ଲ୍ ଟି ଟ୍ୟାକ୍ସ ଫ୍ରି ହୋଇଛି । ଏହାପରେ ଫିଲ୍ଲର ପ୍ରଯୋଜିକା ଏକତା କାପୁର ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଧନ୍ୟବାଦ ଦେଇଛନ୍ତି । ଏଥିସହ ଫିଲ୍ଲ ଦେଖିବାକୁ ମୁଖ୍ୟମନ୍ତ୍ରୀକୁ ନିମନ୍ତ୍ରଣ ଦେଇଛନ୍ତି।