ସିୟୁଇଟି-ୟୁଜି ୨୦୨୪ ପଞ୍ଜିକରଣ ଅବଧି ବୃଦ୍ଧି କରାଯାଇଛି । ଏନେଇ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ପକ୍ଷରୁ ଘୋଷଣା କରାଯାଇଛି । ସଂଶୋଧିତ ଶିଡ୍ୟୁଲ ମୁତାବକ, ଛାତ୍ରଛାତ୍ରୀମାନେ ଏବେ ମାର୍ଚ୍ଚ ମାସ ୩୧ ତାରିଖ ରାତି ୯.୫୦ ସୁଦ୍ଧା ମେଡିକାଲ ପ୍ରବେଶିକା ପରୀକ୍ଷା ପାଇଁ ଆବେଦନ କରିପାରିବେ । ଇଚ୍ଛୁକ ପ୍ରାର୍ଥୀମାନେ ଅଫିସିଆଲ ୱେବସାଇଟକୁ ଯାଇ ଆବେଦନ କରିପାରିେବେ ।ଏପ୍ରିଲ ୩୦ ତାରିଖ ପରେ ସିଟି ଘୋଷଣା କରାଯିବ । ମେ ମାସ ଦ୍ୱିତୀୟ ସପ୍ତାହରେ ଆଡମିଟ୍ କାର୍ଡ ଜାରି କରାଯିବ । ମେ ୧୫ ଓ ୩୧ ମଧ୍ୟରେ ସିୟୁଇଟି ୟୁଜି ପରୀକ୍ଷା ଶିଡ୍ୟୁଲ କରାଯିବ । ଜୁନ ୩୦ ତାରିଖରେ ରେଜଲ୍ଟ ଘୋଷଣା କରାଯିବ । ଅସମୀୟା, ବଙ୍ଗାଳୀ, ଇଂରାଜୀ, ଗୁଜରାତୀ, ହିନ୍ଦି, କନ୍ନଡ଼, ମାଲୟାଲମ, ମରାଠୀ, ପଞ୍ଜାବୀ, ଓଡ଼ିଆ, ତାମିଲ, ତେଲୁଗୁ ଓ ଊର୍ଦ୍ଦୁ ଆଦି ଭାଷାରେ ସିୟୁଇଟି-ପରୀକ୍ଷା କରାଯିବ ।
Trending
- ଚୌଦ୍ବାର ଜେଲ୍ରୁ ଦୁଇ ହାର୍ଡକୋର କଏଦୀ ଫେରାର
- ପେଶାୱରରେ ବୋମା ବିସ୍ପୋରଣ, ୯ ମୃତ
- ଟିକସ ହସ୍ତାନ୍ତର ବାବଦରେ ଓଡିଶାକୁ ଆଗୁଆ ୪୬୦୧ କୋଟି
- ସ୍ୱଦେଶୀ ପ୍ଲାଟଫର୍ମ ଏବଂ ସେବା ବ୍ୟବହାର ଦିଗରେ କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଗୁରୁତ୍ୱପୂର୍ଣ୍ଣ ପ୍ରୟାସ
- ରାଜ୍ୟସ୍ତରୀୟ ଗାନ୍ଧୀ ଜୟନ୍ତୀ ପାଳିତ , ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ମୁଖ୍ୟମନ୍ତ୍ରୀ
- ସରକାରଙ୍କ ବିଫଳତା ନେଇ ଜନସଚେତନତା ସୃଷ୍ଟି କରିବ ବିଜେଡି
- ରାଜଧାନୀ ଭୁବନେଶ୍ବରରେ ୭ଟି ସ୍ଥାନରେ ହେବ ରାବଣ ପୋଡି
- ରାଜ୍ୟରେ ସରକାରୀ ଚାକିରି ବିକ୍ରୀ ହେବାରେ ଲାଗିଛି
- ପ୍ରଥମ ଥର ପାଇଁ ଭାରତ ମାତାର ପ୍ରତିଛବି ଥିବା ସ୍ମାରକୀ ମୁଦ୍ରା ଉନ୍ନୋଚିତ
- ଓଡ଼ିଶାର ୬ଟି ସ୍ଥାନରେ ନୂତନ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବା ପାଇଁ ମିଳିଲା ମଞ୍ଜୁରୀ
Prev Post
Next Post