ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ ଲିମିଟେଡ୍ ଅପରେଟର କମ ଟେକ୍ନିସିଆନ, ଇଲେକ୍ଟ୍ରିକାଲ୍ ସୁପରଭାଇଜର ଏବଂ ଆଟେଣ୍ଡାଣ୍ଟ କମ ଟେକ୍ନିସିଆନ ପଦବୀ ପାଇଁ ନିଯୁକ୍ତି ବାହାର କରିଛି ।
ଏହି ନିଯୁକ୍ତି ପ୍ରକ୍ରିୟା ଅଧୀନରେ SAILର ଏହି ପଦବୀଗୁଡ଼ିକରେ ଖାଲି କରାଯିବ :-ଯୋଗ୍ୟ ତଥା ଆଗ୍ରହୀ ପ୍ରାର୍ଥୀମାନେ ଅଫିସିଆଲ୍ ୱେବସାଇଟ୍ ailcareers.com ଯାଇ ଆବେଦନ କରିପାରିବେ । ଏଠାରେ ଆପଣ ସେଲର ଇଲେକ୍ଟ୍ରିକାଲ୍ ସୁପରଭାଇଜର, ଆଟେଣ୍ଡାଣ୍ଟ କମ ଟେକ୍ନିକାଲ୍ ପାଇଁ ଶିକ୍ଷାଗତ ଯୋଗ୍ୟତା, ବୟସ ସୀମା, ଆବେଦନ ପ୍ରକ୍ରିୟା ଏବଂ ଚୟନ ପ୍ରକ୍ରିୟା ଜାଣିପାରିବେ । ଏଠାରେ ଆବେଦନ କରିବାକୁ ଥିବା ଲିଙ୍କ ୧୭ ନଭେମ୍ବରରେ ଆକ୍ଟିଭ୍ ହେବ । ଆବେଦନ ପାଇଁ ଶେଷ ତାରିଖ ହେଉଛି ୧୬ ଡିସେମ୍ବର ୨୦୨୩ ।