ଭାରତୀୟ ନୌସେନା ଏହାର ଅଫିସିଆଲ ନୋଟିଫିକେସନ୍ ମାଧ୍ୟମରେ ୧୦+୨(ବିଟେକ୍) କ୍ୟାଡେଟ୍ ଏଣ୍ଟ୍ରି ଅନ୍ତର୍ଗତ ନିଯୁକ୍ତି ପାଇଁ ଆବେଦନ ଆହ୍ୱାନ କରିଛି । ଏଥିପାଇଁ ଇଚ୍ଛୁକ ପ୍ରାର୍ଥୀ joinindiannavy.gov.inକୁ ଯାଇ ଆବେଦନ କରିପାରିବେ । ସୁଦ୍ଧା ଅନଲାଇନ୍ ଆବେଦନ ଦାଖଲ କରିବାର ଶେଷ ତାରିଖ ହେଉଛି ୨୦୨୪, ଜୁଲାଇ ୧୮ ।ଭାରତୀୟ ନୌସେନାରେ କ୍ୟାଡେଟ୍ ଏଣ୍ଟ୍ରି ପାଇଁ ଆବେଦନ କରୁଥିବା ପ୍ରାର୍ଥୀଙ୍କ ପାଖରେ କୌଣସି ମାନ୍ୟତା ପ୍ରାପ୍ତ ବୋର୍ଡ଼ରୁ ସିନିୟର ସେକେଣ୍ଡାରୀ ପରୀକ୍ଷା(୧୦+୨ ପାଟର୍ଣ୍ଣ) ବା ସମକକ୍ଷ ଯୋଗ୍ୟତା ରହିବା ଜରୁରୀ । ଏହା ସହ ପ୍ରାର୍ଥୀ ଜଣଙ୍କ ରସାୟନ ବିଜ୍ଞାନ, ପଦାର୍ଥ ବିଜ୍ଞାନ ଏବଂ ଗଣିତରେ ୭୦% ମାର୍କ କିମ୍ବା ୧୦ମ/ଦ୍ୱାଦଶରେ ଇଂରାଜୀରେ ସର୍ବନିମ୍ନ ୫୦% ମାର୍କ ରଖିଥିବା ଉଚିତ । ପ୍ରାର୍ଥୀ ୨୦୦୫, ଜୁଲାଇ ୨ରୁ ୨୦୦୮ ଜାନୁଆରୀ ୮ ମଧ୍ୟରେ ଜନ୍ମଗ୍ରହଣ କରିଥିବା ଉଚିତ ।
Trending
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
- ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
- ଖାମନେଇଙ୍କ ମୃତ୍ୟୁରେ ଭାରତର ଶୋକ
- ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ