ଜେଇଇ ପରୀକ୍ଷା ଫଳାଫଳ ଘୋଷଣା
ନ୍ୟାସନାଲ ଟେଷ୍ଟିଙ୍ଗ ଏଜେନ୍ସି (ଏନଟିଏ) ପକ୍ଷରୁ ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ) ମୁଖ୍ୟ ପରୀକ୍ଷାର ରେଜଲ୍ଟ ଜାରି କରାଯାଇଛି । ଯେଉଁ ପ୍ରାର୍ଥୀମାନେ ଜେଇଇ ମେନ୍ସ ୨୦୨୪ର ସେସନ-୧ରେ ସାମିଲ ହୋଇଥିଲେ ସେମାନେ ଏନଟିଏ ଜେଇଇ ମେନ୍ସର ଅଫିସିଆଲ ୱେବସାଇଟ https://jeemain.nta.ac.in/କୁ ନିଜ ନିଜର ଫଳାଫଳ ଚେକ୍ କରିପାରିବେ ।