Nilachal Seva Pratisthan(NSP) ପକ୍ଷରୁ ବିଭିନ୍ନ ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ସେନେଇ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ତେବେ ଏଥିରେ ସବୁଠାରୁ ବଡ଼ କଥା ହେଉଛି ଯେ, ଆପଣ ଦଶମ ଫେଲ ହୋଇଥିଲେ ମଧ୍ୟ ଏହି ସରକାରୀ ଚାକିରି ଆବେଦନ କରିପାରିବେ। ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ ଅଫିସିଆଲ୍ ୱେବ୍ସାଇଟ୍ nsp.org.inକୁ ଯାଇ ଆବେଦନ କରିପାରିବେ। ଯେଉଁଥିରେ ଉଭୟ ଅନ୍ଲାଇନ୍ ଓ ଅଫ୍ଲାଇନ୍ ମୋଡ୍ରେ ଆବେଦନ ପ୍ରକ୍ରିୟା ରହିଛି।ବିଜ୍ଞପ୍ତି ଅନୁଯାୟୀ, ହାଉସ୍ ମଦର୍ ପାଇଁ ୨ଟି ପୋଷ୍ଟ୍, ହାଉସ୍ ଫାଦରରେ ୨ଟି ପୋଷ୍ଟ୍, ପାରାମେଡିକାଲ୍ ଷ୍ଟାଫ୍ ପାଇଁ ୧ଟି ପୋଷ୍ଟ୍ ବାହାରିଛି। ସେହିପରି ରୋଷେୟାରେ ୨ଟି ପୋଷ୍ଟ୍, ହେଲ୍ପରରେ ୧ଟି ପୋଷ୍ଟ୍, ହାଉସ୍ କିପର ୧ଟି ପୋଷ୍ଟ୍, ଆୟା ୨ଟି ପୋଷ୍ଟ୍, ପରିଚାଳକ / ସଂଯୋଜକ ପାଇଁ ୧ଟି ପୋଷ୍ଟର ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିପାଇଁ ୧୬ ଡିସେମ୍ବର ୨୦୨୩ ଆବେଦନ ଶେଷ ତାରିଖ ରଖାଯାଇଛି।
Trending
- ନୂଆପଡ଼ାରେ ମୁଖ୍ୟମନ୍ତ୍ରୀ
- କଟକ ସହରରେ ସ୍ଥିତି ନିୟନ୍ତ୍ରଣ : ଇଣ୍ଟରନେଟ୍ ବନ୍ଦ
- କାଶ ସିରପର ଗୁଣବତ୍ତା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ
- ପୁଲିସ ଏସ୍ଆଇ ପରୀକ୍ଷା ଜାଲିଆତିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ କଡା ନିର୍ଦେଶ
- ଶ୍ରୀକ୍ଷେତ୍ରକୁ ଛୁଟିଲେଣି ହବିଷ୍ୟାଳି
- ଆଜି ବିରାଜିବେ ମା’ ଗଜଲକ୍ଷ୍ମୀ
- ମୁଖ୍ୟମନ୍ତ୍ରୀଙ୍କ ନୂଆପଡ଼ା ଗସ୍ତ ଆଜି
- ହଜାର ବର୍ଷର କଟକ ସହରର ଗୌରବକୁ ଅକ୍ଷୁର୍ଣ୍ଣ ରଖନ୍ତୁ: ମୁଖ୍ୟମନ୍ତ୍ରୀ
- ‘ଆପଣଙ୍କ ପୁଞ୍ଜୀ ଆପଣଙ୍କ ଅଧିକାର’ ସଚେତନତା ଅଭିଯାନ ଗାନ୍ଧୀନଗରରୁ ଶୁଭାରମ୍ଭ, ଉଦ୍ଘାଟନ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
- 7-15 ବର୍ଷ ବୟସର ପିଲାଙ୍କ ପାଇଁ ଆଧାର ବାୟୋମେଟ୍ରିକ୍ ସଂଶୋଧନ ଦେୟ ଛାଡ଼ କଲା ୟୁଆଇଡିଏଆଇ
Next Post