ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀ ଯେଉଁମାନେ ଏହି ପଦବୀ ପାଇଁ ଆବେଦନ କରିବାକୁ ଚାହୁଁଛନ୍ତି,ସେମାନେ NHAI ର ଅଫିସିଆଲ୍ ୱେବସାଇଟ୍, nhai.gov.in ପରିଦର୍ଶନ କରି ଆବେଦନ କରିପାରିବେ। ତେବେ ଏହି ପୋଷ୍ଟଗୁଡିକ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି।ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁଯାୟୀ, ଏଥିରେ ସମୁଦାୟ ୬୦ଟି ପଦବୀ ସଂଖ୍ୟା ରହିଛି। ଯେଉଁଥିରେ ସାଧାରଣ ବର୍ଗ ପାଇଁ ୩୧ପଦବୀ ରହିଛି ଓ ଅନୁସୁଚିତ ଜାତି ପାଇଁ ୯ ପଦବୀ ରହିଛି। ସେହିପରି ଅନୁସୂଚିତ ଜନଜାତି ପାଇଁ ୫ଟି ପଦବୀ ରହିଛି। ଅନ୍ୟପଟେ OBC-NCL ପାଇଁ ୧୧ ପଦବୀ ଓ EWS ପାଇଁ ୪ଟି ପଦବୀ ରହିଛି। ତେବେ ନିଯୁକ୍ତି ପ୍ରକ୍ରିୟା ଲିଖିତ ପରୀକ୍ଷା ଓ ମେରିଟ୍ ଆଧାରରେ ଉପଯୁକ୍ତ ପ୍ରାର୍ଥୀ ଚୟନ କରାଯିବ ବୋଲି କୁହାଯାଇଛି।
Trending
- ରତ୍ନଭଣ୍ଡାର ରତ୍ନ ଅଳଙ୍କାର ଗଣତି ମଣତି ଦ୍ବିତୀୟ ଦିବସ ଥିଲା,ଆଜି ପ୍ରାୟ ୮୦ ରୁ ଉର୍ଦ୍ଧ୍ବ ଅଳଙ୍କାରର ଗଣତି ମଣତି କାର୍ଯ୍ୟ ଶେଷ
- ସିବିଏସଇ ଟପରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା
- ବିରୋଧୀ ନେତାଙ୍କୁ ମହିଳା ସଂରକ୍ଷଣ ବିଧେୟକ ପାରିତ ନ କରାଇବାର ଭୁଲ୍ ନ କରିବାକୁ ଆହ୍ଵାନ ଦେଲେ ମୋଦୀ
- ଆଜିଠାରୁ ସାରା ରାଜ୍ୟରେ ଆରମ୍ଭ ହେବ ଡିଜିଟାଲ୍ ଜନଗଣନା
- ଓଡ଼ିଆଙ୍କ ହକ ପାଇଁ ଓଡ଼ିଆ ଜନତା କଂଗ୍ରେସ ଲଢିବ-ପ୍ରତିଷ୍ଠାତା ମହମ୍ମଦ ମୋକିମ
- ଯେତେବେଳେ ମହିଳା ନେତୃତ୍ୱ ନିଅନ୍ତି, କେବଳ ସେ ନିଜେ ସଶକ୍ତ ହୁଅନ୍ତି ନାହିଁ ବରଂ ରାଷ୍ଟ୍ରକୁ ସଶକ୍ତ କରନ୍ତି – ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ବିହାରରେ ଆରମ୍ଭ ହେଲା ସମ୍ରାଟ ଯୁଗ , ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନୂତନ ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ
- ଆସନ୍ତାକାଲି ଆତ୍ମପ୍ରକାଶ କରିବ ନୂଆ ଆଂଚଳିକ ଦଳ ଓଡିଶା ଜନତା କଂଗ୍ରେସ
- ସମ୍ବିଧାନ ପ୍ରଣେତା ବାବାସାହେବ ଡ଼ଃ ଭୀମରାଓ ଆମ୍ବେଦକରଙ୍କ ୧୩୬ ତମ ଜୟନ୍ତୀ ପାଳିତ
- ପାଓ୍ବାର ପ୍ଲାଣ୍ଟର ବଏଲର ଫାଟିବାରୁ ବଡ଼ ଦୁର୍ଘଟଣା,ଦୁର୍ଘଟଣାରେ ପ୍ରାୟ ୩୦ରୁ ୪୦ ଶ୍ରମିକ ଗୁରୁତର
Prev Post
Next Post